PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଡ୍ରାଇଭିଙ୍ଗ୍ ଲାଇସେନ୍ସ ନଥିବା ଚାଳକଙ୍କ ପାଇଁ ଖୁସି ଖବର; ସରକାର କଲେ ଏଭଳି ଘୋଷଣା…

ନୂଆଦିଳ୍ଳୀ ୧୩।୪: ଲାଇସେନ୍ସକୁ ନେଇ ଚାଳକ ଓ ଆରଟିଓ ମଧ୍ୟରେ ସବୁବେଳେ ଝାମଲା ଚାଲିରହିଥାଏ। କେବଳ ସେତିକି ନୁହେଁ, ଘରୁ ବାହାରୁଥିବା ସମୟରେ ବାଉଳାରେ କିଏ ଗାଡ଼ି ଚାବି ଭୁଲି ଯାଏ ତ କିଏ ନିଜ ଡ୍ରାଇଭିଙ୍ଗ୍ ଲାଇସେନ୍ସ ସାଙ୍ଗରେ ନେବାକୁ ଭୁଲି ଯାଏ। ପୁଣି ସେହି ସମୟରେ ଯଦି କୈାଣସି ଟ୍ରାଫିକ ପୁଲିସ ହାବୁଡ଼ରେ ପଡ଼ିଯିବେ ତାହେଲେ ତ ଛାଡନ୍ତୁ ଚାଲାଣ କାଟିବା ସ୍ଥିର। ଏଭଳି ପରିସ୍ଥିତିରେ ଚାଳକଙ୍କର ଯେ କେତେ ଟଙ୍କା ବରବାଦ ହେଉଥିବ ତାହା ହିସାବ ନ କରିବା ଭଲ।

ଏବେ ଭାରତ ସରକାର ଏହାର ନିଦାନକୁ ସମସ୍ତ ନାଗରିକଙ୍କୁ ଦେଇଛନ୍ତି ଏବଂ ସେହି ନିଦାନ ଡିଜିଟାଲ ଇଣ୍ଡିଆ ତରଫରୁ ହିଁ ଏହାକୁ ଦିଆଯାଇଛି।

ଏହି ପ୍ରକ୍ରିୟା ଦ୍ବାରା ଆପଣ ଟ୍ରାଫିକ ପୁଲିସକୁ ନିଜର ଲାଇସେନ୍ସର ଡିଜିଟାଲ କପି ମୋବାଇଲରେ ହିଁ ଦେଖାଇ ଚାଲାଣରୁ ବଂଚି ପାରିବେ। କାରଣ ମୋବାଇଲ ତ ଆପଣଙ୍କ ପାଖରେ ସବୁବେଳେ ରହୁଥିବ। ମାତ୍ର ଏହା ସହିତ ଯୋଡ଼ି ହୋଇ ରହିଛି କିଛି ସର୍ତ୍ତ ଯାହା ଆପଣଙ୍କୁ ପ୍ରଥମରୁ ଜଣା ଥିବା ଦରକାର।

ସବୁଠୁ ବଡ଼ ସର୍ତ୍ତ ହେଲା କି, ଆପଣଙ୍କ ପାଖରେ ଏହି ସଫ୍ଟ କପି ସରକାରଙ୍କ ଡିଜିଟାଲ ଲକରରେ ରଖିବାକୁ ପଡ଼ିବ। ଯଦି ଆପଣଙ୍କ ଡିଜିଟାଲ ଲକର ସମ୍ପର୍କରେ ଜଣା ନାହିଁ ତେବେ ଜାଣି ରଖନ୍ତୁ କି, ଏହି ଡିଜିଟାଲ ଲକର ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏକ ସରାହନୀୟ ପ୍ରୟାସ। ଯେଉଁଥିରେ ଆପଣ ସବୁ ଡକ୍ୟୁମେଣ୍ଟ ଷ୍ଟୋର କରି ରଖିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୁଗୁଲ କୁ ଯିବାକୁ ପଡ଼ିବ।

ଗୁଗୁଳ ଓ୍ବେସାଇଟ୍ କିମ୍ବା ସରକାରଙ୍କ ଡିଜିଟାଲ ଲକରର ମୋବାଇଲ ଆପରେ ବି ମିଳିଯିବ। ଯେଉଁଥିରେ ଆପଣ ନିଜ ଲାଇସେନ୍ସର ସଫ୍ଟ କପି ରୂପରେ ରଖିପାରିବେ। ଏଥିପାଇଁ ଆଧାର କାର୍ଡ ରହିବା ଜରୁରୀ।

ସମ୍ବନ୍ଧିତ ଖବର