PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସାବଧାନ:ଆଜିଠୁ ନୂଆ ଟ୍ରାଫିକ ନିୟମ, ନିୟମ ଭାଙ୍ଗିଲେ ୧୦ ଗୁଣା ତଣ୍ଡ- ଜାଣନ୍ତୁ କାହାପାଇଁ କେତେ ଜୋରିମାନା

ଭୁବନେଶ୍ୱର- ସାରା ଦେଶରେ ଲାଗୁ ହେଲା ଏକକ ଟ୍ରାଫିକ ବ୍ୟବସ୍ଥା । ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରଫିକ ନିୟମ ଉଲ୍ଲଘଂନ କଲେ ୧୦ଗୁଣ ଅର୍ଥ ଫାଇନ ଦେବାକୂ ଫଡ଼ିବ । ମଦ୍ୟପ ଚାଳକଙ୍କ ଠାରୁ ଆରମ୍ଭ କରି ସ୍ପିଡ଼ ବାଇକର ହୁଅନ୍ତୁ ଅବା ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକ ହୁଅନ୍ତୁ । ନିୟମ ଉଲ୍ଲଘଂନ କଲେ ୧୦୦୦ରେୁ ୨୫ ହଜାରଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ଜୋରିମାନା ।

ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟ ଅଙ୍କର ଜୋରିମାନା । ଅର୍ଥାତ ଆଉ ୧୦୦ କି ୫୦୦ ନୁହେଁ ପ୍ରାୟ ୧୦ ଗୁଣ ଅର୍ଥ ଦେବାକୁ ପଡ଼ିବ । ନୂଆମୋଟର ଯାନ ଆଇନ-୨୦୧୯ ଅନୁସାରେ ରବିବାର ଠାରୁ ଦେଶରେ ଲାଗୁହେଇଛି ଏକକ ନିୟମ । ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢୁଥିବାବେଳେ , ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ , ଜାତୀୟ ହାର ଠାରୁ ରାଜ୍ୟରେ ହାର ଯଥେଷ୍ଟ ଅଧିକ ରହିଛି । ଏସବୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସଚେତନ କରାଯିବ‌ା ସହିତ ରାଜଧାନୀ ପ୍ରମୁଖ ଛ କ ମାନଙ୍କରେ ଲୋକମାନଙ୍କୁ ସଚେତନ କରାଯାଉଛି ।
ଜାଣନ୍ତୁ କାହା ପାଇଁ କେତେ ଟଙ୍କା ଜୋରିମାନା
ପ୍ରଚଳିତ ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୪ଶହ ବଦଳରେ ୨୦୦୦ ହଜାର ଟଙ୍କା ଦେବାକୁ ପଡ଼ିବ ।
ଯାତ୍ରୀ ବାହୀ ବସ ଦ୍ରୁତ ଗତିରେ ଚଳାଇଲେ ଜରିମାନ ୪ହଜାରଟଙ୍କା ଗଣିବାକୁ ପଡ଼ିବ ।
ଖାଲି ସେତିକ ନୁହେଁ ବିପଦ ପୂର୍ଣ ଭାବେର ଗାଡ଼ିଚଳାଇ, ଟ୍ରାଫିକ ସିଗନାଲ ନମାନିବା ଅବା ଗାଡ଼ିଚଳାଇବା ସମୟରେ ମୋବାଇଲରେ କଥା ହେବା ନଚେତ ନୋ ଓଭରଟେଙ୍ଗିକ ସ୍ଥାନରେ ଓଭରଟେକ କଲେ ୧୦ ହଜାର ଟଙ୍କା ଗଣିବାକୁ ପଡ଼ିବ।
୧୮ବର୍ଷରୁ କମ ବୟସର ପୁଅ ହୁଅନ୍ତୁ ଅବା ଝିଅ ସେମାନେ ଗାଡି ଚଳାଇଲେ ଅଭିଭାବକ ମାନଙ୍କୁ ୨୫ ହଜାର ଟଙ୍କାର ଜରିମାନ ଦେବାକୁ ପଡ଼ିପାରେ ।
ଖାଲି ସେତିକି ନୁହେଁ ବାଇକରେ ୨ରୁ ଅଧିକ ବସିଲେ ଓ ଉଭୟ ହେଲମେଟ ନ ପିନ୍ଧିଲେ ୧୦୦୦ଟଙ୍କାର ଜୋରିମାନ ଦେବାକୁ ହେବ।
ନିଶିଦ୍ଧ ଅଞ୍ଚଳରେ ହର୍ଣମାରିଲେ ୨୦୦୦ ହଜାରଟଙ୍କାର ଫାଇନ ଆଦାୟ ହେବ ।
ଆମ୍ବୁଲାନ କିମ୍ବା ଅଗ୍ନିଶମ ଗାଡ଼ିକୁ ସାଇଡ଼ ନଦେଲେ ୧୦ହଜାର ଟଙ୍କାର ଜରମାନ ଗଣିବେ ଉଲ୍ଲଘଂନ କାରୀ ।

ସମ୍ବନ୍ଧିତ ଖବର