PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଚୀନରୁ ବ୍ୟାପୁଛି ନୂଆ ଭାଇରସ୍: ୬୦ରୁ ଅଧିକ ଅସୁସ୍ଥ ଓ ୭ ଜଣଙ୍କର ଗଲାଣି ଜୀବନ, ଜାଣନ୍ତୁ ଏହାର ଲକ୍ଷଣ

https://aajtak.intoday.in/

ନୂଆଦିଲ୍ଲୀ,୬।୮: କରୋନା ଭାଇରସ ପରେ ଏବେ ଚୀନରେ ବ୍ୟାପିଛି ଏକ ନୂଆ ଭାଇରସ୍। ଏହି କାରଣରୁ ଚୀନରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି ଓ ୬୦ ଜଣ ଅସୁସ୍ଥ ଅଛନ୍ତି। ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ, ପୂର୍ବ ଚୀନର ଜିୟାଙ୍ଗଶୁ ଓ ଅନହୁଇ ଅଞ୍ଚଳରେ ୧୦-୧୨ ଜଣ ଲୋକ ଅସୁସ୍ଥ ଅଛନ୍ତି। ଏହି ଭାଇରସ୍ ଏକ ପୋକ କାମୁଡିବା ଦ୍ବାରା ବ୍ୟାପୁଛି।

ଜିୟାଙ୍ଗଶୁରେ ୩୭ ଜଣ ଲୋକ ଓ ଅନହୁଇରେ ୨୩ ଜଣ ଲୋକ ଅସୁସ୍ଥ ଅଛନ୍ତି। ଦୁଇ ରାଜ୍ୟରେ ଏହି ନୂଆ ଭାଇରସ କାରଣରୁ ଆଜି ପର୍ଯ୍ୟନ୍ତ ୭ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହି ଭାଇରସର ନାଁ ହୁଇୟାଙ୍ଗଶାନ୍ ବନୟାଙ୍ଗଭାଇରସ୍ (Huaiyangshan banyangvirus)ଏହାକୁ ଆପଣ ସାଧାରଣ ଭାଷାରେ ଏସଏଫଟିଏସ୍  (SFTS)ଭାଇରସ୍ ମଧ୍ୟ କହିପାରନ୍ତି।

ଗ୍ଲୋବାଲ ଟାଇମ୍ସର ଖବର ଅନୁସାରେ, ଏହି ପୋକ କାମୁଡିବା ପରେ ଯେତେବେଳେ ଭାଇରସ୍ ମଣିଷ ଶରୀରକୁ ସଂକ୍ରମିତ କରିଥାଏ, ସେତେବେଳେ ରୋଗୀକୁ ଜ୍ବର ଓ କାଶ ଆସିଥାଏ। ସବୁଠାରୁ ବଡ ଅସୁବିଧା ରୋଗୀଙ୍କ ଶରୀରରେ ଲ୍ୟୁକୋସାଇଟ୍ (Leukocyte) ଅର୍ଥାତ ବ୍ଲଡ ଫ୍ଲାଟେଲେଟସ୍ କମ୍ ହୋଇଥାଏ। SFTS ଭାଇରସ୍ ଯଦିଓ ନୂଆ ନୁହେଁ, କିନ୍ତୁ ଏହା ଚୀନରେ ଏଭଳି ଏକ ସମୟରେ ବ୍ୟାପିବା ଏକ ନୂଆ କଥା। ଚୀନ ଏହାକୁ ପେଥୋଜେନକୁ ୨୦୧୧ରେ ଅଲଗା କରିଦେଇଥିଲା।

ଡାକ୍ତରଙ୍କ କହିବା ଅନୁସାରେ, ଏହି ଭାଇରସ୍ ମଣିଷ ଶରୀରରେ ରହିବା କାରଣରୁ ଜଣାଯାଇଥାଏ। ଏହାକୁ ବୈଜ୍ଞାନକମାନେ ବୁନ୍ୟା ଭାଇରସ୍ କାଟାଗୋରୀରରେ ରଖାଯାଇଥାଏ। କେବଳ ସେତିକି ନୁହେଁ ପୁଣିଥରେ ଏହାଦ୍ବାରା ମଣିଷକୁ ସଂକ୍ରମିତ ହୋଇଯାଇଥାଏ ଏହି କାରଣରୁ ଦ୍ବିତୀୟ ମଣିଷମାନେ ମଧ୍ୟ ରୋଗରେ ପଡିଥାନ୍ତି। ଜେଝିୟାଙ୍ଗ ୟୁନିଭର୍ସିଟିର ଡାକ୍ତର ଶେଙ୍ଗ ଜିଫାଙ୍ଗ କହିଛନ୍ତି, ଏସଏଫଟିଏସ୍ ଭାଇରସ୍ ମଣିଷ ଜରିଆରେ ଆଉ ଜଣେ ମଣିଷକୁ ବ୍ୟାପିଥାଏ। ଜଣେ ମଣିଷର ମ୍ୟୁକସ୍ ବା ରକ୍ତ ଜରିଆରେ ଆଉ ଜଣେ ସୁସ୍ଥ ମଣିଷ ପର୍ଯ୍ୟନ୍ତ ବ୍ୟାପିପାରେ। ପୋକ କାମୁଡିବା କାରଣରୁ ଏହି ବିପଦଜନକ ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏନେଇ ଅଧିକ ଚିନ୍ତା କରିବା ଉଚିତ ନୁହେଁ।