PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସରକାରୀ କର୍ମଚାରୀଙ୍କ ବଢିବ କାର୍ଯ୍ୟ ସମୟ, ସପ୍ତାହରେ ଏବେ ମିଳିବ ୩ ଛୁଟି… ଜାଣନ୍ତୁ ନୂଆ ନିୟମ

https://zeenews.india.com

ନୂଆଦିଲ୍ଲୀ,୨୪।୭: ଭାରତରେ New Wage Code ବା ନୂତନ ବେତନ ନିୟମ କୋଡ୍ ଚର୍ଚ୍ଚାରେ ରହିଛି। ପୂର୍ବରୁ ୧ ଅପ୍ରେଲରୁ ଲାଗୁ କରାଯିବାର ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ରୁଲସ୍ ନମିଳିବା କାରଣରୁ ଏହି ନିୟମ ଲାଗୁ କରାଯାଇ ନାହିଁ। ତେବେ ଏହାକୁ ଅକ୍ଟୋବରରେ ଲାଗୁ କରାଯିବାର ଅନୁମାନ କରାଯାଉଛି। କୁହାଯାଉଛି ଯେ, ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ନିଜର ଡ୍ରାଫ୍ଟ ରୁଲ୍ ପ୍ରସ୍ତୁତ କରିନେବେ। ଉଲ୍ଳେଖନୀୟ ଯେ, ଏହି ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କୁ ଛୁଟି, ଦରମା ଓ କାମ କରିବାର ସମୟକୁ ନେଇ ଅନେକ ପରିବର୍ତ୍ତନ କରାଯିବ।

ନୂତନ ଓ୍ବେଜ୍ କୋଡ ଅନୁସାରେ, କର୍ମଚାରୀଙ୍କ କାମ କରିବାର ସମୟ ୯ ଘଣ୍ଟାକୁ ବଢାଇ ଦିଆଯିବ। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟୁନିୟମର ୧୨ ଘଣ୍ଟା କାମ ଓ ୩ ଦିନ ଛୁଟିକୁ ନିୟମକୁ ନେଇ ପ୍ରଶ୍ନ ଉଠାଇଛି।  ସରକାର କହିଛନ୍ତି, ସପ୍ତାହରେ  ୪୮ ଘଣ୍ଟା କାମ କରିବାର ନିୟମ ରହିବ, ଯଦି କେହି ୮ ଘଣ୍ଟା କାମ କରନ୍ତି ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ହେବ  ଦିନେ ଛୁଟି ମିଳିବ। ଯଦି କେହି ୧୨ ଘଣ୍ଟା କାମ କରେ  ତେବେ ତାଙ୍କୁ ୩ ଦିନ ଛୁଟି ଦିଆଯିବ।

New Wage Code ଅନୁସାରେ, ଏଭଳି କିଛି ନିୟମ ରହିଛି, ଯାହାପଳରେ ଅଫିସରେ କାମ କରୁଥିବା ସାଲାରିଡ୍ କ୍ଳାସ୍, ମିଲ୍ ଏବଂ ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିବ କର୍ମଚାରୀଙ୍କ ଦରମାରୁ ନେଇ ତାଙ୍କର ଛୁଟି ଓ କାମର ଘଣ୍ଟାରେ ପରିବର୍ତ୍ତନ କରାଯିବ। New Wage Code ଅନୁସାରେ କର୍ମଚାରୀଙ୍କ ଦରମା ଷ୍ଟ୍ରକଚରରେ ପରିବର୍ତ୍ତନ କରିଦିଆଯିବ। କର୍ମଚାରୀଙ୍କ ଛୁଟି ୨୪୦ରୁ ବଢାଇ ୩୦୦ ହୋଇପାରେ। ଲେବର କୋଡ୍ ନିୟମରେ ପରିବର୍ତ୍ତନ କୁ ନେଇ ଶ୍ରମ ମନ୍ତ୍ରଣାଳୟ, ଲେବର ୟୁନିୟନ ଓ ଉଦ୍ୟୋଗଜନକର ପ୍ରତିନିଧିଙ୍କ ଭିତରେ ଚର୍ଚ୍ଚା ହୋଇଛି। ଯାହାଫଳରେ କର୍ମଚାରୀଙ୍କ Earned Leave  ୨୪୦ ରୁ ବଢାଇ ୩୦୦ କରାଯିବାର ଦାବି କରାଯାଉଛି।

ସମ୍ବନ୍ଧିତ ଖବର