PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ସମ୍ବଲପୁର-ବଲାଙ୍ଗିର ଏନଏଚ ଲୁଟ ଘଟଣା : ୬ କୁଖ୍ୟାତ ଟ୍ରକ ଲୁଟେରାଙ୍କୁ ପୁଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ଼ କଲା ଗିରଫ

ବଲାଙ୍ଗିର ୨୬।୭: ଗତ ଛଅ ମାସ ହେଲା ସହର ଉପକଣ୍ଠସ୍ଥ ପୁଇନ୍ତଲା, ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଉପରେ କ୍ରମାଗତ ଲୁଟ ହେଉଥିଲା । ପ୍ରାତଃ ୭ରୁ ୮ଟି ଗ୍ରୁପ ବିଭିନ୍ନ ଅଞ୍ଚଳରେ ଛପି ମାଲବାହୀ ଟ୍ରକଗୁଡ଼ିକୁ ଲୁଟ କରୁଥିଲେ । ଏନେଇ ସମ୍ପୃକ୍ତ ଥାନାମାନଙ୍କୁ କେତେକ ଘଟଣା ଏତଲା ହେଉଥିବା ବେଳେ ଆଉ କିଛି ହେଉନଥିଲା । କିନ୍ତୁ ବାରମ୍ବାର ଅଭିଯୋଗ ପରେ ଏସପିଙ୍କ ନିର୍ଦେଶରେ ସଦର ଏସ୍ଡ଼ିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଢି ତଦନ୍ତ କରାଗଲା ।

ଟେକନିକାଲ ସହାୟତାରେ ଏଥିରେ ୧୦ରୁ ଉର୍ଦ୍ଧ୍ବ ଲୁଟେରା ସାମିଲ ଥିବା ଜଣାପଡିଲା ପରେ ପୁଲିସ ସେମାନଙ୍କୁ ଉଠାଇବା ଆରମ୍ଭ କଲା । ହେଲେ ସେଥିରୁ ୬ ଜଣ ଧରାପଡିଥିବା ବେଳେ ୪ ଜଣ ଫେରାର ହୋଇଗଲେ । ପରେ ପୁଲିସ ଆଜି ଲୁଟେରାଙ୍କୁ ଧରି ସିନ ରିକ୍ରିଏସନ କରିଥିଲା । ପୁଇନ୍ତଲା ଥାନା ବକ୍ସିଉଦାର ନିକଟରେ ଲୁଟେରାମାନେ ଟ୍ରକକୁ କେମିତି ଅଟକ କରନ୍ତି ଏବଂ ଲୁଟ କରନ୍ତି ତାହା କରିକି ଦେଖାଇଥିଲେ । ଏନଏଚ ଉପରେ ଲୁଟେରାମାନେ କିଭଳି ନିଜନିଜ ଭିତରେ ଯୋଜନା କରି ଅପରାଧ ଘଟନ୍ତି ସବୁ କହିଥିଲେ । ତେବେ ସେମାନଙ୍କ ପାଖରୁ ଏକ ଖଣ୍ଡା ଏବଂ ଖେଳଣା ବନ୍ଧୁକ ଜବତ ହୋଇଥିବା ଶ୍ରୀ ବାଗ କହିଛନ୍ତି । ତେବେ ଏହି ଟିମରେ ଟାଉନ ଥାନା, ସଦର ଥାନା, ପୁଇନ୍ତଲା ଥାନା ଅଧିକାରୀ ସାମିଲ ଥିଲେ ।