ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

 ରାଉରକେଲା- ରାଉରକେଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏସଓଏସ ଭିଲେଜରୁ ନାବାଳିକା  ନିଖୋଜ । ଛେଣ୍ଡ ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଛି । ବିରମିତ୍ରପୁର ଥାନାର ଉପର ମହଲାରେ ତତ କାଳୀନ ଥାନା ଆଇଆଇସି ଆନଂଦ ମାଝୀଙ୍କ ଦ୍ୱାର। ଦୁଷ୍କର୍ମ ସହ ବୀରମିତ୍ରପୁର ଡାକ୍ତରଖାନାର ଡାକ୍ତର ଦେବାଶୀଷ ବୋଷ କରିଥିଲେ ବେଆଇନ ଗତପାତ , ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ଚାକିରୀରୁ ବହିଷ୍କୃତହୋଇ ଗିରଫ ହୋଇ ଏବେ ସୁନ୍ଦରଗଡ଼ ଜେଲ୍‌ରେ

 ସମ୍ପୃକ୍ତ ଡାକ୍ତର ଜେଲ ରୁ କିଛିଦିନ ପାଇଁ ପାରୋଲ ରେ ଆସିଥିଲେ । ନାବାଳିକା ନିଖୋଜ ପରେ  ପୋଲିସର ତନା ଘନା । ନାବାଳିକା କୁ ଭଲ ଭାବିଷ୍ୟର ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ SOS ଭିଲେଜରେ ଅନ୍ତେବାସୀ ଭିଲେଜର ପ୍ରଶାସନର ନିଷ୍ପତି ଭାବରେ ରାଖାଯାଇଥିଲା । କଢ଼। ସୁରକ୍ଷା ବେବସ୍ଥା ଥାଉ ଥାଉ କିପରି ଭାବରେ ନାବାଳିକା ନିଖୋଜ ହେଲା । ନା କିଏ ଜାଣି ଶୁଣି ନିଖୋଜ କରାଇଛି ତାହା ଉପରେ ଉଢ଼ିଛି ପ୍ରଶ୍ନ , ଅନ୍ୟ ପଟେ ସ୍ବେଛାସେବୀ ଅନୁଷ୍ଠାନ SOS ଭିଲେଜର କର୍ମଚାରୀ ମୁହଁ ଖୋଲୁନାହାନ୍ତି ।

   ସମ୍ବନ୍ଧିତ ଖବର


ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା