PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ସଫ୍ଟଓ୍ବେୟାର ଅପଡେଟ୍ ଦେବାରେ ଏହି ଫୋନ୍ ୧ ନମ୍ବର, ଓପୋ ଓ ଭିଭୋ ସବୁଠାରୁ ପଛରେ: ରିପୋର୍ଟ

ନୂଆଦିଲ୍ଲୀ,୩୦।୮: ନୋକିଆ ସ୍ମାର୍ଟଫୋନ୍ ଯଦି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ନୋକିଆ ସ୍ମାର୍ଟଫୋନରେ ସଫ୍ଟଓ୍ବେୟାର ଅପଡେଟ୍ କରିବା ମାଲାରେ ନଂ-୧ ହୋଇଗଲା। ରିସର୍ଚ୍ଚ ଫର୍ମ କାଉଣ୍ଟର ପଏଣ୍ଟର ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ସଫ୍ଟଓ୍ବେୟାର ଅପେଡଟ୍ ପୁଶ୍ କରିବାରେ ନୋକିଆ ଅନ୍ୟ କମ୍ପାନୀମାନଙ୍କ ଠାରୁ ଆଗରେ ରହିଛି। ସେପରି ଦ୍ବିତୀୟ ସ୍ଥାନରେ ରହିଛି ସାମସଙ୍ଗର ସ୍ମାର୍ଟଫୋନ୍।

ଓପୋ, ଭିଭୋ ଓ ଲିନୋଭୋ ଭଳି ସ୍ମାର୍ଟଫୋନ୍ କମ୍ପାନୀ ନୋକିଆ ତୁଳନାରେ ସଫ୍ଟଓ୍ବେୟାର ଅନଡେଟ୍ କରିବାରେ ଏତେ ସଫଳ ନୁହନ୍ତି। ରିପୋର୍ଟ ଅନୁସାରେ ଗତ ବର୍ଷ ନୋକିଆର ୯୬% ସ୍ମାର୍ଟଫୋନ ଆଣ୍ଡ୍ରଏଡ ୯ ପାଇ (Android 9 Pie ) ସହିତ ବିକ୍ରି କରାଯାଉଥିଲା। ସେଭଳି ସାମସଙ୍ଗର ଲାଟେଷ୍ଟ ସଫ୍ଟଓ୍ବେୟାର ଗତ ବର୍ଷ ୮୯% ସ୍ମାଟଫୋନ୍ ବିକ୍ରି କରିଛି।  ଶାଓମି ଓ ହୁଏଇ Android 9 Pie ସହିତ ୮୦% ସ୍ମାର୍ଟଫୋନ୍ ବିକ୍ରି କରିଛି।

ଏହି ରିପୋର୍ଟ ଅନୁସାରେ ଓପୋ, ଭିଭୋ ଓ ଲିନୋଭୋର ୫୦% ସ୍ମାର୍ଟଫୋନ୍ ଏପର୍ଯ୍ୟନ୍ତ ପୁରୁଣା ଆଣ୍ଡ୍ରଏଡ ୮.୧ ଓରିଓ ଓ ଏହାର ପୁରୁଣା ଆଣ୍ଡ୍ରଏଡ ଭର୍ସନ ଅନୁସାରେ ଚାଲୁଛି। ନୋକିଆର ଯଦି କଥା ହେବା ତେବେ କମ୍ପାନୀ ସିକ୍ୟୁରିଟି ପ୍ୟାଚ ଦେବାରେ ମଧ୍ୟ ଆଗରେ ରହିଛି। ଓପୋ, ଭିଭୋ ଓ ଲେନୋଭୋ ଭଳି କମ୍ପାନୀ ସ୍ମାର୍ଟଫୋନ୍ ଲଗାତାର ଭାବରେ ଲଞ୍ଚ କରୁଛନ୍ତି, କିନ୍ତୁ ଏହାପରେ ମଧ୍ୟ ସଫ୍ଟଓ୍ବେୟାର ଅପଡେଟ୍ କରିବାରେ ପଛରେ ରହିଛନ୍ତି। ଲାଟେଷ୍ଟ ଭର୍ସସ ଓ ସିକ୍ୟୁରିଟି ପ୍ୟାଚ କାରଣରୁ କମ୍ପାନୀ ସ୍ମାର୍ଟଫୋନକୁ ନୂଆ ମାଲଓ୍ବେୟାର, ଭାଇରସ୍ ଓ ବିଭିନ୍ନ ପ୍ରକାର ସିକ୍ୟୁରିଟି ଥ୍ରେଟଠାରୁ ସୁରକ୍ଷିତ ରଖିପାରିଥାଏ।

କେବଳ ସେତିକି ନୁହେଁ ପୁରୁଣା ଭର୍ସନ ଆଣ୍ଡ୍ରଏଡ ଉପରେ ହ୍ୟାକରମାନେ ଟାର୍ଗେଟ କରିଥାନ୍ତି। କାରଣ ଏହାକୁ ହ୍ୟାକ୍ କରିବା ସହଜ ହୋଇଥାଏ। ଭାଇରସ୍ ପ୍ରତିଦିନ ନୂଆ ଭାବରେ ଆଟାକ୍ କରିଥାଏ। ମାଲଓ୍ବେୟାର ଦ୍ରୁତ ଗିତରେ ନିଜର ଆକ୍ରମଣ ପ୍ରଣାଳୀ ବଦଳାଇ ଦେଇଥାଏ ଓ ଏଭଳି ଭାବରେ ପୁରୁଣା ଭର୍ସନ ଆଣ୍ଡ୍ରଏଡ୍ ୟୁଜର ବିପଦରେ ପଡି ଯାଆନ୍ତି।

ସମ୍ବନ୍ଧିତ ଖବର