PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୁଁ ତୁମକୁ କିସ୍‌ କରିବାକୁ ଚାହୁଁଛି : କିଲର ଲୁକ୍‌ରେ ନୋରା ଫତେହି

ନୂଆଦିଲ୍ଲୀ – ସର୍ବଦା ନିଜର ଚୋରା ଚାହାଣୀରେ ପ୍ରଶଂସକଙ୍କ ହୃଦୟକୁ କାବୁ କରୁଥିବା କାନାଡିଆନ୍‌ ମଡେଲ ତଥା ଅଭିନେତ୍ରୀ ନୋରା ଫତେହି ଏବେ ଇଣ୍ଟରନେଟ୍‌ରେ ନିଆଁ ଲଗେଇଛନ୍ତି। ସୋସିଆଲ ମିଡ଼ିଆରେ ସେ କିଲର ଲୁକ୍‌ର ଫଟୋ ସେୟାର କରି ପ୍ରଶଂସକଙ୍କୁ ବାଟବଣା କରି ଦେଇଛନ୍ତି ।

 ନୋରା ଫତେହି ନିକଟରେ ଇନଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି । ଏହି ସବୁ ଫଟୋରେ ତାଙ୍କରେ ତାଙ୍କର ଅନ୍ଦାଜ ଅକ ସ୍ୱତନ୍ତ୍ର ଧରଣର ହୋଇଛି ।  ଲାଲ୍‌ ରଙ୍ଗର ପୋଷାକରେ ନୋରା କିମିଆ କରୁଛନ୍ତି । ତାଙ୍କର ଏହିସବୁ ଫଟୋ ପରି ତାଙ୍କର କ୍ୟାପସନ ବି ଆକର୍ଷଣୀୟ ମନୋହୋଇଛି । ଅଭିନେତ୍ରୀ ଲେଖିଛନ୍ତି , ମୁଁ  ତୁମକୁ କିସ୍‌ କରିବାକୁ ଚାହୁଁଛି । କିନ୍ତୁ  ଯଦି ମୁଁ କରେ ତ ହୋଇପାରେ ମୁଁ ତୁମକୁ ମିସ୍‌ କରିବ ।

ସୂଚନା ଯେ, ଖୁବ୍‌ ଶୀଘ୍ର ନୋରା ଫତେହି ଅଜୟ ଦେବଗନଙ୍କ ଫିଲ୍ମ ଭୁଜ୍‌ : ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ରେ ନଜର ଆସିବେ । ଏହି ଫିଲ୍ମରେ ସେ ହିନା ରହମାନର ଭୂମିକା କରୁଛନ୍ତି ଫିଲମଟିରେ ଜବରଦସ୍ତ ନୃତ୍ୟ ସହ ନୋରା ଫତେହିଙ୍କର ଦମଦାର ଅଭିନୟ ବି ଦେଖିବେ ଦର୍ଶକ ।