PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

Tokyo Olympics: ପଡିଆରେ ବାନ୍ତି କଲେ, ତା ପରେ ହ୍ବିଲଚେୟାର ମଗାଇଲେ, ତଥାପି ଏହି ଖେଳାଳି ଜିତିଲେ ସ୍ବର୍ଣ୍ଣ ପଦକ

https://www.aajtak.in

ଟୋକିଓ,୨୬।୭: ଅଲିମ୍ପିକ ଗେମ୍ସ ଯେ କୌଣସି ଆଥଲେଟ୍ ପାଇଁ ଅଗ୍ନି ପରୀକ୍ଷା ବୋଲି ମନେକରାଯାଏ। କାରଣ ଏହି ସମୟରେ ପୁରା ବିଶ୍ବର ଶ୍ରେଷ୍ଠ ଖେଳାଳିମାନେ ଜିତିବା ପାଇଁ ସବୁକିଛି କରିଥାନ୍ତି। ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥାନ୍ତି ଓ ବହୁବାର ଏହି କାରଣରୁ ଆଶ୍ଚର୍ଯ୍ୟଜନକ ପରିଣାମ ଓ ଖେଳାଳିଙ୍କ ମାନସିକ ଏବଂ ଶାରିରୀକ ଶକ୍ତିର ଅନୁମାନ କରିହେବ। ଏଭଳି କିଛି ଘଟଣା ଟୋକିଓ ଅଲିମ୍ପିକରେ ଦେକିବାକୁ ମିଳିଛି। ନରଓ୍ବେର କ୍ରିଷ୍ଟିଆନ୍ ବ୍ଲୁମେନ​‌ଫେଲ୍ଟ ତାଙ୍କର ଅଦ୍ଭୁତ ଦୃଢଶକ୍ତି କାରଣରୁ ଅସୁସ୍ଥ ଥାଇ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ବି ହାର ମାନିନଥିଲେ। ସବୁଠାରୁ ବଡ କଥା ହେଲା ଦେହ ଭଲ ନଥାଇ ବି ସେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି।

୨୭ ବର୍ଷର କ୍ରିଷ୍ଟିଆନ୍ ବ୍ଲୁମେନ​‌ଫେଲ୍ଟ ସ୍ବର୍ଣ୍ଣ ପଦକ ପାଇବେ ବୋଲି କେହି ଆଶା କରିନଥିଲେ। ଉଲ୍ଲେଖନୀୟ ଯେ, ଅଲିମ୍ପିକ ଟ୍ରାଇଏଥଲନ୍‌ରେ ୦.୯୩ ମାଇଲ୍ ସୁଇମିଂ ହୋଇଥାଏ, ୨୪.୮ ମାଇଲ ସାଇକେଲିଂ ହୋଇଥାଏ ଓ ୬.୨ ମାଇଲ ରନିଂ କରିବାକୁ ପଡେ। କ୍ରିଷ୍ଟନ ୧୦ କିଲୋମିଟର ରେସ୍ ପାଇଁ ପୁରା ଶକ୍ତି ଲଗାଇ ଦେଇ ଗ୍ରେଟ୍ ବ୍ରିଟେନର ଏଲେକ୍ସ ୟିଙ୍କୁ ହରାଇ ସଫଳତା ପାଇଥିଲେ। ତେବେ ଗରମ କାରଣରୁ କ୍ରିଷ୍ଟନଙ୍କ ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ସେ ଫିନିଶିଂ ଲାଇନ୍ କ୍ରସ୍ କରି ତଳେ ପଡିଯାଇଥିଲେ। ଏହାପରେ ତାଙ୍କର ବାନ୍ତି ହୋଇଥିଲା।

ତାଙ୍କର ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ, ହ୍ବିଲଚେୟାରର ବ୍ୟବସ୍ଥା କରାଯାଇଥିଲା। ଏହାପରେ ଅଲିମ୍ପିକ୍‌ର ଏକ ମେଡିକାଲ ଟିମ୍ ତାଙ୍କୁ ନେଇଯାଇଥିଲେ। ଫିନିଶିଙ୍ଗ ଲାଇନ୍ ପୂର୍ବରୁ ତାଙ୍କୁ ଲାଗିଥିଲା ତାଙ୍କୁ କେହି ହରାଇ ପାରିବେନି। ସେତେବେଳେ ସେ ଖୁସିରେ ଡ୍ୟାନ୍ସ କରିଥିଲେ, କିନ୍ତୁ ପିନିଶିଂ ଲାଇନ୍ କ୍ରସ୍ କରିବା ମାତ୍ରେ ସେ ତଳେ ପଡିଯାଇଥିଲେ ଓ ତାଙ୍କର ବାନ୍ତି ହୋଇଥିଲା। କ୍ରିଷ୍ଟନ୍ କହିଛନ୍ତି, ଏହି ମୁହୂର୍ତ୍ତକୁ ମୁଁ ବହୁ ବର୍ଷ ଧରି ଅପେକ୍ଷା କରିଥିଲି। ମୁଁ ନିଜକୁ ଗର୍ବିତ ମନେକରୁଛି।  

ସମ୍ବନ୍ଧିତ ଖବର