ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ମାଟ୍ରିକ୍‌ ପାସ୍‌ କଲେ ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନୀ, ଇନଷ୍ଟାରେ ସେୟାର କଲେ ମାର୍କ

ମୁମ୍ବାଇ: ସଲମାନ ଖାନ ଅଭିନୀତ ‘ବଜରଙ୍ଗୀ ଭାଇଜାନ୍‌’ରେ ମୁନ୍ନୀ ଭୂମିକାରେ ଲୋକପ୍ରିୟତା ପାଇଥିବା ହର୍ଷାଲୀ ମଲହୋତ୍ରା ସର୍ବାଦା ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ ସେ କୌଣସି ଫିଲ୍ମ ଏବଂ ସିରିୟଲ୍‌ରେ ନଜର ଆସିନଥିଲେ ବି ତାଙ୍କୁ ନେଇ ଚର୍ଚ୍ଚା ହେଉଛି । ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଛନ୍ତି ।  ଏବେ ଦଶମ ପରୀକ୍ଷାରେ ପାସ୍‌ କରିବା ପରେ ସେ ସାବ୍ୟସ୍ତ କରିଦେଇଛନ୍ତି ଯେ, ସେ ଅଭିନୟ ଏବଂ ଡ୍ୟାନ୍ସଂ ଭଳି ପଢ଼ାରେ ମଧ୍ୟ ବହୁ ଆଗରେ ରହିଛନ୍ତି ।

 ହର୍ଷାଲୀ ମଲହୋତ୍ରାଙ୍କ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ତାଙ୍କର ରେଜଲ୍ଟ ସେ ନିଜେ ଇନଷ୍ଟାରେ ସେୟାର କରିଛନ୍ତି ।  ଏକ ଭିଡିଓ ପୋଷ୍ଟ କରି ସେ ଭଲ ମାର୍କ ରଖିଥିବା ନେଇ ଜଣାଇଛନ୍ତି ।  ସେପଟେ ପାଠ ନପଢ଼ି ଅଭିନୟରେ ସମୟ ନଷ୍ଟ କରୁଥିବା ନେଇ କମେଣ୍ଟ କରିଥିବା ଲୋକମାନଙ୍କୁ ସେ ଜବାବ ଦେଇଛନ୍ତି । 




ଟ୍ରୋଲର୍ସଙ୍କ ଏକ କମେଣ୍ଟ ସେୟାର କରିବା ସହ ଅଭିନେତ୍ରୀ ହର୍ଷାଲୀ ମଲହୋତ୍ରା ଲେଖିଛନ୍ତି, ‘ପଚାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଦଶମରେ ୮୩ ପ୍ରତିଶତ ମାର୍କ ରଖିଛି।’ ଏହା ସହ କଥକ ଡ୍ୟାନ୍ସ କ୍ଲାସ, ଅଭିନୟ ଏବଂ ପାଠ ପଢ଼ା ସହ ଉତ୍ତମ ସମନ୍ବୟ ରଖିବାରେ ସଫଳ ହୋଇଥିବା ନେଇ ଲେଖିଛନ୍ତି ହର୍ଷାଲୀ ମଲହୋତ୍ରା । କିଏ କହୁଛି ଆପଣ ରିଲ ଏବଂ ରିୟଲ୍ ଦୁନିଆରେ ଏକାସାଙ୍ଗେ ପାଦ ରଖିପାରିବେ ନାହିଁ ? ସମସ୍ତଙ୍କୁ ଧନ୍ୟବାଦ । କାରଣ ଆପଣମାନେ ମୋ ଉପରେ ବିଶ୍ବାସ କରିଛନ୍ତି ବୋଲି ହର୍ଷାଲୀ ମଲହୋତ୍ରା ଇନଷ୍ଟାଗ୍ରାମରେ ଲେଖିଛନ୍ତି । 

  • Salman Khan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.