ଏବେ ୧୨ ଶହ ଟଙ୍କାରେ କରିହେବ RC-PCR ଟେଷ୍ଟ ..କେଉଁଠି ପରୀକ୍ଷଣ କରିବେ ଜାଣନ୍ତୁ

ଭୁବନେଶ୍ୱର – ରାଜ୍ୟରେ ଶସ୍ତା ହେଲା କୋଭିଡ୍‌ ଟେଷ୍ଟ । ଘରୋଇ ସଂସ୍ଥାରେ ଏଣିକି ୧୨ ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ,ପୂର୍ବରୁ RT-PCR ଟେଷ୍ଟ ପାଇଁ ୨୨ ଶହ ଟଙ୍କାର ଦେୟ ଦେବାକୁ ପଡୁଥିଲା । ବର୍ତ୍ତମାନ ହଜାର ଟଙ୍କା କମିଲା  RC-PCR ଟେଷ୍ଟ ମୂଲ୍ୟ। ଭୁବନେଶ୍ୱରର ୪ଟି ସ୍ଥାନରେ  ଉପଲବ୍ଧ ହେବ ନୂଆ ଦରର ଟେଷ୍ଟ । IMS ଆଣ୍ଡ ସମ୍‌ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲରେ କରିହେବ ଏହି ଟେଷ୍ଟ ।

ଉଲ୍ଲେଖନୀୟ ଯେ , ଏହି ଡିଭାଇସ୍ ମାଧ୍ୟମରେ କରୋନା ଭାଇରସ୍‌ ସଂକ୍ରମଣକୁ ଚିହ୍ନଟ କରାଯାଇଥାଏ ।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ସ୍ପୁଟନିକ୍ ଭି ଭ୍ୟାକସିନ୍: ଭାରତରେ ପ୍ରସ୍ତୁତ ହେବ ଋଷୀୟ କରୋନା ଭ୍ୟାକସିନର ୧୦ କୋଟି ଡୋଜ୍

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ