୧୦୮ ପହଁଞ୍ଚିଲା କରୋନା ରୋଗୀଙ୍କ ସଂଖ୍ୟା, ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ୧୯ଟି ନୂଆ ମାମଲା

ନୂଆଦିଲ୍ଲୀ,୧୬।୩: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହି ସଂଖ୍ୟା ଏବେ ୧୦୮ରେ ପହଁଞ୍ଚି ସାରିଛି। ଏମାନଙ୍କ ଭିତରୁ ଜଣ ରୋଗୀ ଠିକ୍ ହୋଇସାରିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଛନ୍ତି। ସବୁଠାରୁ ଅଧିକ କରୋନା ଭାଇରସ ସଂକ୍ରମିତ ରୋଗୀ ମହାରାଷ୍ଟ୍ରରେ ରହିଛନ୍ତି। ଏହାକୁ ଦେଖି ବହୁ ରାଜ୍ୟରେ କରୋନାକୁ ମହାମାରୀ ଘୋଷଣା କରାଯାଇଛି।  କେନ୍ଦ୍ର ସରକାର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି। ଆଜି ସାର୍କ ଦେଶ ସହିତ ଭିଡିଓ କନଫ୍ରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କରୋନା ସହ ଲଢେଇ କରିବା ନେଇ ଚର୍ଚ୍ଚା କରିବେ।

ଆଜି କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦୮ ପହଁଞ୍ଚିଥିବା ବେଳେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୫ ମାର୍ଚ୍ଚ ମଧ୍ୟାହ୍ନ ୧୨ଟା ବେଳେ COVID-19 ର୧୯ ନୂଆ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା