PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ୟଶ୍‌-ନୁସରତ୍‌ଙ୍କ ସମ୍ପର୍କରେ ଫାଟ୍, ବିଚ୍ଛେଦ ନେଇ କଳ୍ପନା-ଜଳ୍ପନା ଶିଖର ଛୁଇଁଲା

କୋଲକାତା,୨୮/୧୧: ଜନପ୍ରିୟ ଅଭିନେତ୍ରୀ ଓ ସାଂସଦ ନୁସରତ୍‌ ଜାହାନଙ୍କ ବିବାହ-ବିଚ୍ଛେଦ ଓ ପ୍ରେମ ନେଇ ବାଦବିବାଦ ଊଦ୍ଧ୍ୱର୍ରେ ପହଞ୍ଚିଛି । ନିଖିଳ ଜେଅନଙ୍କ ସହିତ ସମ୍ପର୍କରେ ବିବାଦ ମଧ୍ୟରେ ନୁସରତଙ୍କ ଜୀବନରେ ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ଜଡେଇ ହୋଇପଡିଛି । ଏହା ମଧ୍ୟରେ ଏକ ପୁଅର ଜନନୀ ହୋଇଛନ୍ତି ନାୟିକା ନୁସରତ୍‌ । ସେହି ସନ୍ତାନର ବାପାର ପରିଚୟ ନେଇ ଅନେକ ଧରଣର ଖବର ପ୍ରଚାରିତ ହେଲେବି ଶେଷରେ ଇଙ୍ଗିତ ମିଳେ କି ୟଶ କଆଡ଼େ ନୁସରତଙ୍କ ସନ୍ତାନର ଜନକ । ଏହି କେଇ ମାସ ହେଲା ଭଲ ସମ୍ପର୍କ ଥିଲା ୟଶ୍‌ ଓ ନୁସରତ୍‌ଙ୍କ ମଧ୍ୟରେ । ନିକଟରେ କାଶ୍ମୀର ଟୁର କରି ଦୁଇ ଜଣ ବେଶ୍‌ ରୋମାଞ୍ଚକର ସମୟ ଅତିବାହିତ କରିଥିଲେ । କିନ୍ତୁ ହଠାତ୍‌ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କ ଭାଙ୍ଗିବାର ସୂଚନା ମିଳିସାରିଛି ।

ଯାହାକୁ ନେଇ କଳ୍ପନା ଜଳ୍ପନା ଶୀଖର ଛୁଇଁଛି । କିଛିଦିନ ତଳେ ୟଶଙ୍କ ଜନ୍ମଦିନରେ ନୁସରତ କେକ୍‌ରେ କିଛି ଆତ୍ମୀୟତା ଭରା ଲେଖା ଲେଖିଥିବାନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ନୁସରତ ନାନହ ସମ୍ବାଦ ମାଧ୍ୟମରେ ଜଣାଇଥେିଲ । ସେ ଆଉ ୟଶ୍‌ ଆପାତତଃ ଏନଜୟ କରୁଛନ୍ତି ସେମାନଙ୍କ ଅଭିଭାବକତ୍ୱକୁ ନେଇ । କିନ୍ତୁ ଏହାରି ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ନୁସରତ ଜାହାନ ଓ ୟଶ୍‌ ଦାସଗୁପ୍ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ବିବାଦର ସୂଚନା ମିଳେ ତାଙ୍କ ଲେଖାରୁ । ନୁସରତ ଲେଖିଛନ୍ତି ଯେ ଯେଉଁ ଘରେ ଶାନ୍ତି ନାହିଁ ତାହା ଜେଲ ସଦୃଶ । ଆଉ ଯେଉଁ ଘରେ ଶାନ୍ତି ଅଛି ତାହା ଜେଲ ହେଲେ ବି ଛାଡ଼ି ଯିବାକୁ ଇଛା ହୁଏ ନାହିଁ । ଏଥିରୁ ଜଣାପଡିଛି ଯେ ନୁସରତ ଓ ୟଶ୍‌ ପରସ୍ପରଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର