PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭାଲେଣ୍ଟାଇନ୍‌ ସପ୍ତାହରେ ଭୂମିକାଙ୍କୁ ବାହା ହେବେ ଅମ୍ଳାନ, ସରିଛି ନିର୍ବନ୍ଧ…

ଭୁବନେଶ୍ବର ୧୩।୧୨: ଭୂମିକାଙ୍କୁ ବିବାହ କରିବେ ଓଲିଉଡର ଲୋକପ୍ରିୟ କଳାକାର ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ । କଥାଟା ଅଡୁଆ ଲାଗୁଥିଲେ ବି ସତ । ନିକଟରେ ପରିବାର ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ ସରିଛି । ଆସନ୍ତା ୭ ଫେବ୍ରୁଆରୀ, ୨୦୨୦ରେ ସେ ବିବାହ କରିବାକୁ ଯାଉଥିବା ସୂଚନା ମିଳିଛି । ଭାଲେଣ୍ଟାଇନ୍‌ ସପ୍ତାହରେ ବିବାହ କରିବେ ଏହି ଷ୍ଟାର୍‌ ସନ୍‌ ।

ନିକଟରେ ନିର୍ବନ୍ଧ ସମ୍ପନ୍ନ ହୋଇଥିବାବେଳେ ତାଙ୍କ ଭାବି ପତ୍ନୀଙ୍କ ନାମ ହେଉଛି ଭୂମିକା । କଥା ସେଇଠି ଅଟକି ଯାଉଛି, ଏହି ଭୂମିକା କିଏ? ଏଠି ଆଉ ସସ୍‌ପେନ୍ସ ନରଖି କହିଦେଉଛୁ, ଏ ଭୂମିକା ସିନେ ଦୁନିଆର ନୁହନ୍ତି । ତାଙ୍କର ସିନେ ଜଗତ ସହ କୌଣସି ସମ୍ପର୍କ ନାହିଁ । ତାଙ୍କର ଘର କଟକ ସିଡିଏ ସେକ୍ଟର-୮ ଅଞ୍ଚଳରେ । ସିନେପ୍ରେମୀଙ୍କୁ ଏହି ଖୁସି ଖବର ମିଳିବା ପରେ ଏବେ ସମସ୍ତେ ବରଯାତ୍ରୀ ହୋଇଯିବାକୁ ଗୋଡ ଟେକି ବସିଛନ୍ତି ।

ସମ୍ବନ୍ଧିତ ଖବର