PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଓଡ଼ିଆ ଅଭିନେତ୍ରୀ ସୋନମଙ୍କ ବୋଲ୍ଡ ଫଟୋ ଭାଇରାଲ, ସୋସିଆଲ ମିଡିଆରେ ନିଆଁ ଲଗାଇଲା ଟପ୍‌ଲେସ୍‌ ଫଟୋ

ଭୁବନେଶ୍ବର: ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଓଡ଼ିଆ ଅଭିନେତ୍ରୀ। ଚୁଲୁବୁଲି ନାୟିକା ସୋନମ ଦାଶ ସୋସିଆଲ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏକ ବୋଲ୍ଡ ଫଟୋ। ଯାହାରିଫଳରେ ବିୟୁଟି ସୋନମଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ସହ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଦି କ୍ଲବ୍‌ ୬୯ର ଅଭିନେତ୍ରୀ ଶନିବାର ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିବା ସହ ‘କ୍ରିଏଟିଭ୍‌ ଓ୍ବାର୍କ’ ବୋଲି କ୍ୟାପସନ୍‌ ଲେଖିଥିଲେ। ଚୁଲୁବୁଲି ନାୟିକା ସୋନମ ଫଟୋରେ ଏକ ବହି ସହିତ ଟପ୍‌ଲେସ୍‌ ପୋଜ ଦେଇଛନ୍ତି। ବହିଟି ତାଙ୍କ ଛାତି ଉପରେ ଥିବାର ଦେଖିବାକୁ ମିଳିଛି ।

ସୋନମଙ୍କ ଅଭିନୀତ ‘ମିତାଲୀ ଅପା’ ଚଳଚ୍ଚିତ୍ର ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି। ମିତାଲୀ ଅପା ଚଳଚ୍ଚିତ୍ରରେ ତିନି ଜଣ ଲିଡ୍‌ ରୋଲ କରୁଛନ୍ତି। ସେ ମଧ୍ୟରୁ ସୋନମ ଅନ୍ୟତମ। ଓଲିଉଡ ଜଗତର ଜଣାଶୁଣା ଅଭିନେତା ଶ୍ରୀତମ ଦାସ ଜଣେ କିନ୍ନର ଭୂମିକାରେ ଏହି ଚଳଚ୍ଚିତ୍ରରେ ସାମ୍ନାକୁ ଆସିବେ। ଅନ୍ୟପଟେ ସୋନମ ଜଣେ ଗାଉଁଲି ଝିଅ ଚରିତ୍ରରେ ନଜର ଆସିବେ।

ସୋନମ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ମଧ୍ୟ ଆଣିଛନ୍ତି। ବର୍ତ୍ତମାନ ସେ ଓଡ଼ିଆ ଓ୍ବେବ ସିରିଜ କ୍ଲବ୍-୬୯ରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।