PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୁଣି ରାମୁଙ୍କ ଫିଲ୍ମରେ ଅପସରା – ନୈନା ଗାଙ୍ଗୁଲିଙ୍କ ସହ ଦେଖେଇବେ ହଟ୍‌ ଜଲୱା

ମୁମ୍ବାଇ ୯/୮:  ପୁଣି ଆଉ ଏକ ପ୍ରୋଜେକ୍ଟ ନେଇ ଆସିଛନ୍ତି ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆଗାମୀ ଫିଲ୍ମ ଡେଞ୍ଜରିୟସର ପ୍ରଥମ ଲୁକ୍‌ ରିଲିଜ କରିଛନ୍ତି । ଆଉ ଏହି ଫିଲ୍ମରେ ଓଡ଼ିଆ ନାୟିକା ଅପସରା ରାନୀଙ୍କୁ ବି ରିପିଟ୍‌ କରିଛନ୍ତି । ରିଲିଜ୍‌‌ ହେଲା ରକ୍‌-ଅପସରାଙ୍କ ‘ଥ୍ରୀଲର୍‌’ର ଟ୍ରେଲର୍

ଏହି ସୂଚନା ନିର୍ଦ୍ଦେଶକ ନିଜେ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି । ଏହି ଫିଲ୍ମ ଡେଞ୍ଜରିୟସରେ ଦୁଇ ନାୟିକା ଅପସରା ଓ ନୈନା ଗାଙ୍ଗୁଲି ନଜର ଆସିବେ । ଏହା ହେଉଛି ଏକ ଏପିକ୍‌ ଇମୋସନାଲ କ୍ଲାସିକ୍‌ ଲଭ୍‌ ଷ୍ଟୋରୀ ବୋଲି ରାମୁ ସୂଚନା ଦେଇଛନ୍ତି ।  

ଅପସରା ରାନୀ ମଧ୍ୟ ରାମ ଗୋପାଳ ବର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ୱିଟରେ ଲେଖିଛନ୍ତି , ଧନ୍ୟବାଦ ସାର୍‌ , ମୋତେ ଏହି ଫିଲ୍ମର ଏକ ପାର୍ଟ କରିଥିବାରୁ ।  ମୁଁ ପ୍ରକୃତରେ ବିଶ୍ବାସ କରେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଶାରୀରିକ ସମ୍ପର୍କକୁ ସମାନ ସମ୍ମାନ ରହିବା ଆବଶ୍ୟକ … ପ୍ରକୃତରେ LGBT ସମ୍ପ୍ରଦାୟକୁ ସମର୍ଥନ କରିବା।

ଏହା ପୂର୍ବରୁ   ଅପସରା ରାନୀ ରାମୁଙ୍କ ଥ୍ରୀଲର ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି । ନିକଟରେ ତାର ଟ୍ରେଲର ରିଲିଜ୍‌ ହୋଇଥିଲା ।