ଭୁବନେଶ୍ୱର ଏପ୍ରିଲ ୧- ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏମସ୍ ଭୁବନେଶ୍ୱରରେ ପରୀକ୍ଷା କରାଯାଇଥିବା ଭୁବନେଶ୍ୱର ସୁର୍ଯ୍ୟ ନଗରର ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କର କରୋନା ପଜେଟିଭ୍ ବାହାରିଛି । ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ପେଜ୍ରେ ଏବିଷୟରେ ସୂଚନା ଦିଆଯାଇଛି ।
/wp:htmlA 60 year old person of Surya Nagar Bhubaneswar with multiple co-morbid conditions admitted at AIIMS Bhubaneswar tests positive for COVID. This is the 5th COVID positive case in the state.
— H & FW Dept Odisha (@HFWOdisha) April 1, 2020
ବୁଧବାରେ ଏମସ୍ରେ ଚିକିତ୍ସିତ ହେଉଥିବା ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।