କର୍ମଚାରୀଙ୍କୁ ସରକାରଙ୍କ ଭେଟି, ୫% ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୪|୦୨:   ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ରାଜ୍ୟ ସରକାର। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି।

ଏହି ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ସରକାର ପୂର୍ବରୁ ୭ମ ବେତନ କମିଶନ ର ବକେୟା ଅର୍ଥରୁ ୧୦ ପ୍ରତିଶତ ଦେବାକୁ ଘୋଷଣା କରିଥିଲେ।ଏପରିକି ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବୃଦ୍ଧି କରିବା ଓ ବକେୟା ଥିବା ୧୦ ପ୍ରତିଶତକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି।

   ସମ୍ବନ୍ଧିତ ଖବର


ଆସନ୍ତା ୨୯ରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ଶୁଭ ଉଦ୍‌ଘାଟନ

କାର୍ଯ୍ୟରେ ଅବହେଳା କରି ସସପେଣ୍ଡ୍ ହେଲେ ପୋଲିସ ଏସଆଇ

ଅଟୋରେ ପିଲା ଆସିଲେ ସ୍କୁଲ ହେବ ବ୍ୟାନ୍

ମାଛ ଧରିବା ବେଳେ ଜାଲରେ ପଡିଲା ୨ କ୍ୱିଣ୍ଟାଲର ହ୍ୱେଲ୍ ସାର୍କ