ସମ୍‌ ହସ୍‌ପିଟାଲ୍‌ରେ ହେବ କରୋନା ଟେଷ୍ଟ- ରାଜ୍ୟ ସରକାର ଦେଲେ ଅନୁମତି

ଭୁବନେଶ୍ୱର – ଓଡିଶାର ପ୍ରଥମ ବେସରକାରୀ ଡାକ୍ତରଖାନା ଭାବେ ସମ୍‌ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ର ପରୀକ୍ଷଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ କରାଯାଇଛି ।

ଏବେ ଭୁବନେଶ୍ୱରରେ ଆର୍‌ଏମ୍‌ଆର୍‌ସି, ଏମସ୍‌ ଏବଂ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସରେ କୋଭିଡ୍‌-୧୯ ପରୀକ୍ଷଣ କରାଯାଉଛି । ରାଜ୍ୟରେ ଏସ୍‌ସିବି ମେଡିକାଲ୍‌ କଜେଲ୍‌, ଏମ୍‌କେସିଜି ମେଡିକାଲ୍‌ କଲେଜ୍‌, ଭିମସାର୍‌ ଓ ଇସ୍ପାଟ୍‌ ଜେନେରାଲ୍‌ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷଣ କରାଯାଉଛି ।

   ସମ୍ବନ୍ଧିତ ଖବର


ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ଓଟିଭିର ବଢ଼ିଲା ସମସ୍ୟା; ମୁଖ୍ୟ ଅଫିସ କୋଠାରେ ଅଗ୍ନି ନିରାପତ୍ତା ନାହିଁ, ”ଅଘଟଣ ଘଟିଲେ ଆମେ ଦାୟୀ ହେବୁ ନାହିଁ”: ଅଗ୍ନିଶମ ବିଭାଗ

ଓଡ଼ିଶାରୁ ବାହୁଡିଲା ମୌସୁମୀ,ରାଜ୍ୟରେ ବଢ଼ିବ ଶୀତ