PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପ୍ରଚଣ୍ଡ ଖରାରେ ତାତିଲା ରାଜ୍ଯ: ୧ ନମ୍ବରରେ ରାଜଧାନୀ, ଦେଖନ୍ତୁ ତାଲିକା

source;odishatv.in

ଭୁବନେଶ୍ୱର ୧୭/୪: ରାଜ୍ଯରେ ଲଗାତର ତାତି ବଢୁଛି । ଗତ ୩ ଦିନ ହେବ ଭୁବନେଶ୍ୱରରେ ତାତି କମିବାର ନାଁ ନେଉନି । ଆଜି ମଧ୍ୟ ରାଜଧାନୀ ରାଜ୍ୟର ସବୁଠୁ ଉତପ୍ତ ସହର ସାଜିଥିଲା । ବୁଧବାର ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ହୋଇଛି। ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତକାଲି ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ଥିଲା। ଗତ କାଲି ଭୁବନେଶ୍ୱର ବିଶ୍ୱର ଚତୁର୍ଥ ଓ ରାଜ୍ଯର ପ୍ରଥମ ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ତେବେ ଆଜି କେଉଁଠି କେତେ ତାପମାତ୍ରା ଥିଲା ଜାଣନ୍ତୁ…

କ୍ରମିକ ନଂ ସ୍ଥାନ ନାମ ସର୍ବାଧିକ ତାପମାତ୍ରା(ଡିଗ୍ରୀ) ସର୍ବନିମ୍ନ ତାପମାତ୍ରା(ଡିଗ୍ରୀ)
1 ବାଲେଶ୍ୱର 34.0   24.0
2 ଚାନ୍ଦବାଲି 37.2   25.8
3 କଟକ 39.4   24.0
4 ପାରାଦୀପ 32.4   26.3
5 ଭୁବନେଶ୍ୱର 41.7 24.8
6 ଗୋପାଳପୁର 32.1 23.3
7 ପୁରୀ 33.4 26.2
8 ଅନୁଗୋଳ 41.1 20.6
9 ବାରିପଦା 34.8 26.0
10 ଝାରସୁଗୁଡା 38.6 24.2
11 କେନ୍ଦୁଝର 38.1 24.5
12 ସମ୍ବଲପୁର 39.2 24.8
13 ସୁନ୍ଦରଗଡ 40.0 20.0
14  ହୀରାକୁଦ 38.2 26.2
15 ତାଳଚେର 26.3
16 ଭବାନୀପାଟଣା 40.0 23.5
17 ବଲାଙ୍ଗିର 39.0 23.0
18 କୋରାପୁଟ 36.6 17.6
19 ଫୁଲବାଣୀ
20 ଟିଟିଲାଗଡ 41.0 24.5
21 ମାଲକାନଗିରି 40.5 20.0
22 ସୋନପୁର 40.0 22.4
23 ଦାରିଙ୍ଗବାଡି 35.5 21.0