PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

Airtel ଡିଜିଟାଲ ଟିଭିରେ ପୁଣି ଉପଲବ୍ଧ ହେଲା ଓଡିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ News7…ଅନ୍ୟସବୁ ପ୍ରମୁଖ ଡିଟିଏଚ ଏବଂ କେବୁଲରେ ଜାରି ରହିଛି ସେବା…

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ଦର୍ଶକଙ୍କ ପାଇଁ ପୁଣିଥରେ Airtel ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ ହେଲା ରାଜ୍ୟର ଅଗ୍ରଣୀ ନିଉଜ୍ ଚ୍ୟାନେଲ୍ News7 । ଦର୍ଶକ ମାନେ କିଛିଦିନ ପାଇଁ News7କୁ ଏୟାରଟେଲ ଡିଜିଟାଲ ଟିଭିରେ ଦେଖିବାକୁ ପାଉନଥିଲେ । ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ପୁଣିଥରେ ଚ୍ୟାନେଲକୁ ଦର୍ଶକମାନଙ୍କ ନଜରକୁ ଅଣାଯାଇଛି । ଏୟାରଟେଲର ଚ୍ୟାନେଲ୍ ନମ୍ବର ୬୧୨ରେ News7କୁ ଦେଖି ପାରିବେ ଦର୍ଶକ । ଆପଣଙ୍କ ପସନ୍ଦର ଓଡିଆ ଟିଭି ଚ୍ୟାନେଲ News7 ଫ୍ରି ଟୁ ଏୟାର । ଅର୍ଥାତ ଏହାକୁ ଦେଖିବାକୁ ଦର୍ଶକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ତେବେ ଏଥିସହ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ  ଏବଂ ଲୋକାଲ କେବୁଲ ନେଟଓ୍ବାର୍କରେ ମଧ୍ୟ ଉପଲବ୍‌ଧ ହେଉଛି News7 । ଯେପରି Asianetର Ch.No217, GTPLର Ch.No 716, NXT DIGITAL ର Ch.No 15 & 396, SITI Hydrabad Cableର Ch.No 6 , hathwayର Ch.No 726 , Ortel ର Ch.No 704, VIDEOCON-835, Dishtv 1363, TATA Sky1778, SUN direct-662ରେ ଉପଲବ୍‌ଧ ହେଉଛି ।