ଓକିଲ ହେବେ ଅର୍ଜୁନ

ବଲିଉଡ୍‌ରେ ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ଅଭିନେତା ଅର୍ଜୁନ ରାମପାଲଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ଆଗକୁ ତାଙ୍କୁ ଜି-୫ର ଫିଲ୍ମ ‘ନେଲ୍‌ ପଲିସ’ରେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ଚରିତ୍ରର ନାମ ରହିବ ସିଦ୍‌ ଜୟସିଂହ । ଫିଲ୍ମଟି ଏକ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡର ଟ୍ରାଏଲ ଉପରେ ପର୍ଯ୍ୟବସିତ ।

ଏହାର କାହାଣୀ କୋର୍ଟ ରୁମ୍‌ରେ ଚାଲିଥିବା ବିଚାର ପ୍ରକ୍ରିୟାକୁ ନେଇ ଗତିଶୀଳ । ଏଥିରେ ପ୍ରକୃତ ଅପରାଧୀ କିଏ ତାହା ଜାଣିବା ଲାଗି ଦର୍ଶକଙ୍କୁ ଅନ୍ତ ଯାଏ ଅପେକ୍ଷା କରିବାକୁ ପଡ଼ିବ । ଅର୍ଜୁନଙ୍କ ବ୍ୟତୀତ ମାନବ କୌଲ, ରଜିତ କପୁର ଓ ଆନନ୍ଦ ତିୱାରୀ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବଗ୍‌ସ ଭାର୍ଗବ କ୍ରିଷ୍ଣା ଏହାର ନିର୍ଦ୍ଦେଶନା ଦେଉଛନ୍ତି ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ