PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଓଁ ଜପ କଲେ ମିଳିବ ଏହି ସବୁ ଫାଇଦା

ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ଓଁ ଜପ କରନ୍ତୁ । ଓଁ ଜପିବା ଦ୍ୱାରା ଶାନ୍ତି ଓ ଶକ୍ତି ପ୍ରାପ୍ତ ହୁଏ । ଓଁ ଜପ କରିବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ଲାଭ ମିଳେ । ବିଶେଷ କରି ମନରେ ଏକାଗ୍ରତା ଆସେ । ସମ୍ପୂର୍ଣ୍ଣ ଶରୀରରୁ ଥକ୍କା ଦୂର ହୁଏ । ପାଚନ କ୍ରିୟା ସୁଦୃଢ଼ ହୁଏ । ଚିନ୍ତା ଯୋଗୁ ଶରୀରରେ ଯେଉଁ ହର୍ମୋନ ନିର୍ଗତ ହୁଏ, ଓଁ ଜପିବା ଦ୍ୱାରା ତାହା ନିୟନ୍ତ୍ରଣରେ ରହେ । ଫଳରେ ଚିନ୍ତା ଦୂର ହୁଏ ।

  • ଓଁ ଜପିବା ଦ୍ୱାରା ହୃତ୍‌ପିଣ୍ଡ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ ଓ ରକ୍ତପ୍ରବାହରେ ସନ୍ତୁଳନ ରକ୍ଷା ହୋଇଥାଏ । ନିଦ ନ ହେଉଥିଲେ ଓଁ ଜପିବା ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଚିନ୍ତା
  • ଓ କ୍ଲାନ୍ତି ଦୂର ହେବ । ଫଳରେ ଭଲ ନିଦ ହୁଏ ।ପ୍ରାଣାୟାମ ସହିତ ଓଁ ଜପ କରିବା ଦ୍ୱାରା ଫୁସ୍‌ଫୁସ୍‌ ଜନିତ ରୋଗରୁ ମୁକ୍ତି ମିଳେ ।
  • ଓଁ ଜପ ଦ୍ୱାରା ଯେଉଁ କମ୍ପନ ସୃଷ୍ଟି ହୁଏ, ତାହା ଅସ୍ଥିକୁ ସୁଦୃଢ଼କରେ । ଫଳରେ ଅଧିକ କାମ କଲେ ବି ଥକ୍କା ଲାଗେ ନାହିଁ ।
  • ଓଁ ଜପିବା ଦ୍ୱାରା ଗଳାରେ ଥିବା ଥାଇରଏଡ୍‌ ଗ୍ରନ୍ଥିକୁ ଶକ୍ତି ମିଳେ ଓଥାଇରଏଡ୍‌ ହର୍ମୋନ ସନ୍ତୁଳନରେ ରହେ ।