PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଅମାବାସ୍ୟା ରାତିରେ ଏହି ୫ଟି ସ୍ଥାନରେ ଲଗାନ୍ତୁ ଦୀପ, ଖୁବ୍ ଶୀଘ୍ର ଖୋଲିଯିବ ଭାଗ୍ୟ

ଶାସ୍ତ୍ର ଅନୁସାରେ ଅମାବାସ୍ୟାର ରାତି ଖୁବ୍ ଗୁରୁତ୍ବପୂର୍ଣ୍ଣ। କୁହାଯାଏ ଯେ, ଅମାବାସ୍ୟାରେ କରାଯାଇଥିବା ଉପାୟ ଓ ତୋଟକା ଖୁବ୍ ଲାଭକାରୀ। ଜୀବନରେ ଆସୁଥିବା ବିଭିନ୍ନ ବାଧା ବିଘ୍ନକୁ ଦୂର କରିବା ପାଇଁ ଆପଣ ଅମାବାସ୍ୟାରେ ଏହି ଉପାୟ ନିଶ୍ଚିତ ଆପଣାନ୍ତୁ। ଅମାବାସ୍ୟାରେ ଘରର ଏଭଳି ୫ଟି ସ୍ଥାନରେ ଦୀପ ଲଗାନ୍ତୁ, ଯାହାଦ୍ବାରା ଆପଣଙ୍କୁ ସକାରତ୍ମକ ଶକ୍ତି ମିଳିବା ସହିତ ଆପଣଙ୍କର ଭାଗ୍ୟ ଖୋଲିପାରେ। ତେବେ ଏହି ସବୁ ସ୍ଥାନ ଗୁଡିକ ଜାଣିନିଅନ୍ତୁ…

ଅମାବାସ୍ୟାରେ ପ୍ରଥମେ ଆପଣ ନିଜର ଘରେ ଥିବା ମନ୍ଦିରରେ ଦୀପ ଜଳାନ୍ତୁ। ଏହି ଦୀପର ଆଲୋକ ଦ୍ବାରା ଆପଣଙ୍କ ଘରେ ସକାରତ୍ମକ ଶକ୍ତି ଆସିଥାଏ ଓ ଦେବା-ଦେବୀଙ୍କ କୃପା ମିଳିଥାଏ।

 ଦ୍ବିତୀୟ ସ୍ଥାନଟି ହେଉଛି ଅମାବାସ୍ୟାରେ ସୂର୍ଯ୍ୟାସ୍ତ ପରେ ଘର ଅଗଣାରେ ଲାଗିଥିବା ତୁଳସୀ ଗଛର ତଳେ ଦୀପ ଲଗାନ୍ତୁ। ତେବେ ଧ୍ୟାନ ରଖନ୍ତୁ ଦୀପ ଯେପରି ତୁଳସୀ ଗଛକୁ ସ୍ପର୍ଶ ନକରେ। ଏହାଦ୍ବାରା ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କୁ ମିଳିଥାଏ।

ତୃତୀୟ ସ୍ଥାନଟି ହେଲା ଅମାବାସ୍ୟା ଦିନ ସନ୍ଧ୍ୟାରେ ଘରର ମୁଖ୍ୟ ଦ୍ବାରରେ ଦୁଇ ପଟେ ଦୀପ ଲଗାଇ ଦିଅନ୍ତୁ।

ଚତୁର୍ଥ ସ୍ଥାନ, ଯେଉଁଠି ଆପଣ ଦୀପ ଜଳାଉଛନ୍ତି ତାହା ହେଲା ଆପଣଙ୍କ ଘରର ଛାତ। ଅମାବାସ୍ୟା ରାତିରେ ନିଜ ଘରର ଛାତ ଉପରେ ଦୀପ ଜଳାଇବା ନିହାତି ଦରକାର। ଘରର ଛାତ ଉପରେ ଯଦି ଆଲୋକ ରହିଥାଏ ତେବେ ଆଖପାଖରେ ସକାରତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏହା ସହିତ ଆପଣଙ୍କ ପଡୋଶୀଙ୍କ ସହିତ ଭଲ ସମ୍ପର୍କ ରହିଥାଏ।

୫ମ ସ୍ଥାନଟି ହେଉଛି ଆପଣଙ୍କ ଘରର ଆଖପାଖରେ ଥିବା କୌଣସି ମନ୍ଦିର ପାଖରେ ଯଦି ପିପଳି ଗଛ  ରହିଛି ତେବେ ସେହି ପିପଳି ଗଛ ତଳେ ଦୀପ ଜଳାନ୍ତୁ।