PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ସାବଧାନ! ରାତିରେ ଓଦା କପଡ଼ା ଶୁଖାଉଛନ୍ତି କି ? ପଡ଼ିପାରନ୍ତି ଅସୁବିଧାରେ…

ଅଧିକତଃ ସହରରେ ରହୁଥିବା ଲୋକଙ୍କ ପାଖରେ କାମ ଅଧିକ ଥାଏ ମାତ୍ର ସେହି ତୁଳନାରେ ସମୟ କମ୍ ଥାଏ। ତେଣୁ କିଛି କାମ ରଖିଦିଅନ୍ତି ଯାହାକୁ ରାତିରେ କରିବାକୁ ସେମାନେ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ ଏମିତି ଏକ କାମ ହେଉଛି କପଡ଼ା ଧୋଇବା। କିଛି ସହରୀ ଲୋକ ଅଛନ୍ତି ରାତି ସମୟରେ କପଡ଼ା ଧୋଇ ଥାନ୍ତି। ଯଦି ଆପଣ ବି ସେମିତି କରୁଛନ୍ତି ତେବେ ଭୁଲରେ ବି କରନ୍ତୁ ନାହିଁ। ପଡ଼ିପାରନ୍ତି ଅସୁବିଧାରେ…

ବାସ୍ତୁ ଅନୁସାରେ, ସୂର୍ଯ୍ୟ କିରଣ ପଡ଼ୁଥିବା ସମୟରେ କପଡ଼ା ଧୋଇ ଶୁଖାଇଲେ କପଡ଼ାରୁ ନକରାତ୍ମକ ଶକ୍ତି ବାହାରି ଯାଇଥାଏ ଏବଂ ସୁର୍ଯ୍ୟ କିରଣ ପଡ଼ିଲେ କପଡ଼ାରେ ଏକ ନୂଆ ଶକ୍ତି ଜାଗ୍ରୃତ ହୋଇଥାଏ। କିନ୍ତୁ ଯେବେ ଆପଣ ରାତିରେ କପଡ଼ା ଶୁଖାଇବେ ତେବେ ଚନ୍ଦ୍ରର ଆଲୁଆରେ ନକରାତ୍ମକ ଶକ୍ତି ବାହାରିପାରିନଥାଏ।

ଦ୍ବିତୀୟ କାରଣ ହେଉଛି, ସୂର୍ଯ୍ୟ କିରଣରେ କପଡ଼ା ଶୁଖାଇଲେ କପଡ଼ାରେ ଥିବା କୀଟାଣୁ ଏବଂ ହାନିକାରକ ଜୀବ ନ​ଷ୍ଟ ହୋଇଯାଇଥାଏ। ମାତ୍ର ରାତିରେ କପଡ଼ା ଶୁଖାଇଲେ ସୁର୍ଯ୍ୟଙ୍କ କିରଣ ନ ପଡ଼ିବା ଫଳରେ କପଡ଼ା ଶୁଖି ତ ଯାଏ କିନ୍ତୁ ସେଥିରୁ ନକରାତ୍ମକ ଶକ୍ତି ବାହାରିପାରିନଥାଏ। ଯାହାକୁ ଆଗକୁ ଯାଇ ଶରୀରରେ ଏକ ଘାତକ ରୋଗକୁ ଆଣିଥାଏ।