ରାୟଗଡା: ବିଦ୍ଯୁତ୍ ମରାମତି ସମୟରେ ହଠାତ୍ କରେଣ୍ଟ ଆସିବାରୁ ଜଣେ ମୃତ, ୬ ଆହତ

ରାୟଗଡା ୧୬/୬: ବିଦ୍ଯୁତ୍ ମରାମତି ସମୟରେ ହଠାତ୍ କରେଣ୍ଟ ଆସିବାରୁ ଜଣଙ୍କ ମୃତ୍ଯୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି । ରାୟଗଡା ଚନ୍ଦ୍ରପୁର ବ୍ଲକ୍ ବନ୍ଦିପଙ୍ଗା ଗାଁରେ ଘଟିଛି ଏଭଳି ଅଘଟଣ । ବିଦ୍ଯୁତ୍ ସଂସ୍ପର୍ଶରେ ଆସିବା ଫଳରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆଣ୍ଟୋନି ବିଭାର ।

ଆଜି ବର୍ଷା ପରେ ଲାଇନ୍ କଟି ଯାଇଥିଲା । ଏହି ସମୟରେ କିଛି ବିଦ୍ଯୁତ୍ ମରାମତି କାମ କରୁଥିଲେ ଆଣ୍ଟୋନି । ତେବେ ଅଚାନକ ଚାଲିଆସିଥିଲା ଲାଇନ୍ । କରେଣ୍ଟ ଆସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ଏଥିରେ ୬ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ୬ ଗୁରୁତରଙ୍କୁ ମୁନିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

   ସମ୍ବନ୍ଧିତ ଖବର


ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ

ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…