ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ @୧୪୯

corona-vac

ଭୁବନେଶ୍ୱର ୧/୫: ଯାଜପୁର ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାସୁଦେବପୁରର ଜଣେ ୩୫ ବର୍ଷୀୟା ମହିଳା । ସେ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ଆସିଥିଲେ । ଏହା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି ।

   ସମ୍ବନ୍ଧିତ ଖବର


“କରୋନା ଗୋ… ଗୋ କରୋନା…” ଏମିତି ନାରା ଦେଇଥିବା ନେତା ଏବେ ହେଲେ କରୋନା ପଜିଟିଭ୍…

ବିମାନ ଭିତରେ ମାସ୍କ ପିନ୍ଧି ନଥିବାରୁ ସ୍ବାମୀଙ୍କୁ ଏମିତି ଦଣ୍ଡ ଦେଲେ ସ୍ତ୍ରୀ, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ…

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା

ଆଜି ଭସାଣ ଉତ୍ସବ: ବିନା ରୋଷଣୀରେ, ବିନା ଶୋଭାଯାତ୍ରାରେ ମେଲାଣି ନେବେ ଜଗତଜନନୀ ମା’ଦୁର୍ଗା

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି