ପୁଣି ଜଣେ ଚିହ୍ନଟ, ରାଜ୍ୟରେ କରୋନା @୧୭୪

coronavirus-agencies

ଭୁବନେଶ୍ୱର ୫/୫: ଆଉ ଜଣେ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତ ଜଣକ ରାଉରକେଲାର ବୋଲି ଜଣା ପଡିଛି । ଆକ୍ରାନ୍ତଙ୍କ ବୟସ ୪୯ । ଏହା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ ଛୁଇଁଛି । ତେବେ ବଡ କଥା ହେଉଛି ଏହି ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ ରହିଛି । ସେ କୋଲକାତାରୁ ଫେରି କ୍ୱାରଣ୍ଟାଇନରେ ଥିଲେ । ଏନେଇ ସୂଚନା ଦେଇଛି ସୂଚନା ଓ ପ୍ରସାରଣ ବିଭାଗ ।

କହିରଖୁଛୁ ଅପରାହ୍ନରେ ଆଉ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସକାଳେ ମଧ୍ୟ ଜଣେ ଚିହ୍ନଟ ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆଜି(ମଙ୍ଗଳବାର) ୫ ନୂଆ ମାମଲା ସାମ୍ନାକୁ ଆସିଛି ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

କରୋନା କାଳରେ ଏହି ଦେଶର ଲୋକମାନେ ବୁଲିବୁଲି ଖୋଜୁଛନ୍ତି ‘ବିଶେଷ ଜିନିଷ’, ଯଦି ମିଳିଯିବ ତେବେ…