ରାଜ୍ୟରେ ଆଉଜଣେ କରୋନା ପଜେଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ ହେଲା

ଭୁବନେଶ୍ୱର ମେ ୨- ଯାଜପୁରରେ ଆଉଜଣେ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ଲହ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି ।

ଏହି କରୋନା ଆକ୍ରାନ୍ତଙ୍କ ବୟସ ୬୨ ବର୍ଷ । ତାଙ୍କ ଘର ଯାଜପୁର ବରି ବ୍ଲକରେ । ଏହି ବ୍ୟକ୍ତି ଜଣଙ୍କ କୋଲକତା ଫେରନ୍ତା ଏବଂ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

ତାଙ୍କର କୌଣସି ଲକ୍ଷଣ ଦେଖାଯାଇ ନଥିଲେ ବି ପରୀକ୍ଷଣରୁ କରୋନା ଆକ୍ରାନ୍ତ ଥିବା ଜଣା ପଡଛି । ଏବେ ତାଙ୍କର କଣ୍ଟାକ୍ଟ ଟ୍ରାସିଂ ଚାଲିଛି ।

   ସମ୍ବନ୍ଧିତ ଖବର


ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ପୁଣି କରୋନା ନେଲା ୧୨ ମୁଣ୍ଡ: ମୃତ୍ୟୁସଂଖ୍ୟା ୧୩୨୦କୁ ଛୁଇଁଲା

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍