ଦୀପାବଳୀ ପରେ କମିବ ପିଆଜ ଦର

ଭୁବନେଶ୍ୱର -ପିଆଜ ଦର କମିବବୋଲିଯେଉ ଆଶାକରାଯାଉଥିଲାତାହାଚିନ୍ତା କରିବା ମଧ୍ୟ ବୃଥା । କାରଣ ନାସିକ୍ରେ ଏବେସମସ୍ୟା ଅଛି । ନାସିକ୍ ର ପ୍ରାଇସ୍ ଓଡ଼ଶାବଜାରକୁ  ପ୍ରଭାବିତକରୁଛି । ତା ଛଡ଼। ରାଜ୍ୟରେ ପିଆଜ ଦର କମିବ ନ କମିବ ସରକାରଙ୍କ ଉପରେ ନିର୍ଭର କରୁଛି । ଏଠି କମ୍ୟୁନିଟି କଂଟ୍ରୋଲ ନାହିଁ । ଯଦି ଥାଆନ୍ତା ତବେ ୧୦ ରୁ ୧୫ ଟଙ୍କା ଆହୁରି କମିଯାଆନ୍ତା।   ଏବେ ୫୦ ରୁ ୫୮ ଟଙ୍କା ଆଇଗିଣିଆଗୋଦାମ ଦର ରହିଛି । ଯାହାବି ଦର କମିଛିବ୍ୟବସାୟୀ ସଂଘ ଏବଂ ପବ୍ଲିକ୍ ଙ୍କ ସରକାରଙ୍କ ଉପରେଚାପ  ଯୋଗୁଁ କମିଛି ବୋଲି ଆଇଗିଣିଆ  ବ୍ୟବସାୟୀସଂଘ ପକ୍ଷରୁ  କୁହାଯାଇଛି । ତେଣୁ ନାସିକ୍ ଏବଂ ଦକ୍ଷିଣ  ରାଜ୍ୟ  ଗୁଡ଼କିରେ ନୂଆ ପିଆଜ  ଉତ୍ପାଦନ ହେବା ପରେ ଆମରାଜ୍ୟରେ ଦୀପାବଳୀ ପରେ ଦର କମିବବୋଲିଜଣାପଡ଼ଛି । 

ଆଇଗିଣିଆ ଗଦିରୁ ପିଆଜି ଆସି ଏକ ନମ୍ବର, ୪ ନମ୍ବର ହାଟରେବିକ୍ରିହେବାବେଳକୁ ଦର ୭୦ ଟଙ୍କାରେ ଗ୍ରାହକ କିଣୁଛନ୍ତି । ୪ ନମ୍ବର ହାଟରଜଣେ ପିଆଜବ୍ୟବସାୟୀ ଏଥିପାଇଁ ଗଦି ମାଲିକଏବଂଯୋଗାଣବିଭାଗକୁ ଦାୟୀକରିଛନ୍ତି । ତାଙ୍କ ଅଭିଯୋଗନୁଯାୟୀ ଗଦି ର କତେ ପରିମାଣର ପିଆଜ ମହଜୁଦ୍ ରହୁଛି ତାହାରସଠିକ୍‌  ଖବର କେହିଜାଣିପାରୁନାହାନ୍ତି । ଦିତୀୟରେ ଗଦି ରେଟ୍‌ରେ ୪ ଟଙ୍କା ଲାଭ ରଖି ବିକିବାକୁ  ସପ୍ଲାଇ  ଇନସ୍ପେକ୍ଟର ନିୟମ  କରିଛନ୍ତି । ୮ ରୁ 1୧୦ ଟଙ୍କାଲାଭ ନ ରଖି ବିକିଲେ ବ୍ୟବସାୟୀଙ୍କ  ରକ୍ଷତିହେଉଛି  ବୋଲିକହିଛନ୍ତି ।  

 ଲଘୁଚାପ ଜନିତବର୍ଷ। ଯୋଗୁଁ ନାସିକ୍, ବେଙ୍ଗାଲୁରୁ ଭଳି ସ୍ଥାନମାନଙ୍କରେ ଫସଲ ନଷ୍ଟ ହୋଇଛି । ଅନ୍ୟପଟେ ଯୋଗାଣ ବିଭାଗ ଦର ଉପରେଅଙ୍କୁଶ ଲଗେଇବାକୁ ଚେଷ୍ଟାକରୁଛି । ତେଣୁ ନୂଆ ଫସଲ ଆସିବା ଯାଏଗ୍ରାହକଙ୍କୁ ଅପେକ୍ଷାକରିବାକୁ ପଡ଼ବି ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ