ମାତ୍ର ୧ ଟଙ୍କାରେ ବୁକ୍ କରିପାରିବେ ଦୁଇଟି ସିନେମା ଟିକେଟ୍,ଏବଂ ଦ୍ବିତୀୟ ଟିକେଟ୍‌ରେ ମିଳିବ ୫୦୦ ଟଙ୍କା ପର୍ଯ୍ୟନ୍ତ ମନି ବ୍ୟାକ୍

ନୂଆଦିଲ୍ଲୀ ୨୪/୮:  ଯଦି ଆପଣ ସିନେମା ହଲ୍‌ରେ ସିନେମା ଦେଖିବା ଇଚ୍ଛା କରୁଛନ୍ତି ଆଉ ଆପଣଙ୍କ ପାଖରେ ଟଙ୍କା ଅଭାବ ରହିଛି ? ତେବେ ସିନେମାକୁ  ସିନେ କମ୍ପ୍‌ଲେକ୍ସ ବା ଥିଏଟର ରେ ଦେଖିବାକୁ ଚାହାନ୍ତି ଚିନ୍ତା କରନ୍ତୁ ନାହିଁ। ଏବେ ପ୍ରତି ଶୁ୍କ୍ରବାର ଦିନ ପେଟିଏମ୍ ଆପ ମାଧ୍ୟମରେ ମାତ୍ର ୧ଟଙ୍କା ରେ ସିନେମା ଟିକେଟ୍ ବୁକ୍ କରିପାରିବା ଏଥି ସହିତ ପ୍ରଥମ ସିନେମା ଟିକେଟ୍‌ରେ ବୁକ୍ କଲେ ୧୦୦ପ୍ରତିଶତ ମନି ବ୍ୟାକ୍ ମିଳିବ । ଏଥିରେ  ୫୦୦ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି କମ୍ପାନୀର ଏକ ଅଫରରେ ଘୋଷଣା କରାଯାଇଛି।

ପେଟିଏମରେ ବୁକିଂ କରିବା ବେଳେ ଆପଣଙ୍କ ସିଟି ବ୍ୟାଙ୍କର କ୍ରେଡିଟ୍ କାର୍ଡ  କିମ୍ବା ଡେବିଟ୍ କାର୍ଡ ରହିଥିବା ଦରକାର କାରଣ ସିଟି ବ୍ୟାଙ୍କର କାର୍ଡ ମାଧ୍ୟମରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ହେଉଛି। ଏହି ଅଫର ସମୟସୀମା ବ୍ୟାଙ୍କ ପ୍ରମୋକୋଡ ବ୍ୟବହାର କରିଯେକୌଣସି ଶୁକ୍ରବାରରେ ୨ଟି ଟିକେଟ୍ ବୁକ୍ କରିହେବ।

କେମତି କରିବେ ବ୍ୟାଙ୍କର ପ୍ରମୋକୋଡ ବ୍ୟବହାର

ସିନେମା ଦେଖିବାକୁ ଚାହୁଁ ଥିଲେ ସେପ୍ଟେମ୍ବର ମାସ ଯେକୌଣସି ଶୁକ୍ରବାରର ସବୁ ସୋ’ରେ ପେଟିଏମ୍ ଆପରେ ସିନେମା ବୁକିଙ୍ଗ୍ ବେଳେ  ‘CITIFRIDAY’ ପ୍ରମୋକୋଡ ବ୍ୟବହାର କରି ଅତି କମ୍‌ରେ ଦୁଇଟି ଟିକେଟ୍‌ର ବୁକିଙ୍ଗ କରିପାରିବେ। କିନ୍ତୁ ସିଟି ବ୍ୟାଙ୍କର କ୍ରେଡିଟ କାର୍ଡରେ ୧୦୦ ପ୍ରତିଶତ ମନିବ୍ୟାକ୍ ମିଳିବ। ଧ୍ୟାନ ରଖନ୍ତୁ ସିଟି ବ୍ୟାଙ୍କର ଡେବିଟ୍ କାର୍ଡ କିମ୍ବା କେର୍ଡଟ୍ କାର୍ଡରେ ବୁକିଙ୍ଗ କଲେ ମିଳିବ। ପେଟିମ୍ ଓ୍ବାଲେଟ୍ ରେ ଥିବା ଟଙ୍କାରେ ବୁକ କଲେ ମନିବ୍ୟାକ ଅଫର କାମ ଦେବ ନାହିଁ ।

ଯୋଗ୍ୟ ଗ୍ରାହକ କିପରିବେ ଟିକେଟ୍ ବୁକିଙ୍ଗ୍:– ଆପଣ ଧ୍ୟାନ ରଖିବାକୁ ହେବ ଏହି ଅଫର୍ ଅନ୍ତର୍ଗତ ଯେଉଁ ଦୁଇଜଣ ଗ୍ରାହକ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏହି ସୁବିଧା ମିଳିପାରିବ। ପେଟିଏମ୍ ଓ୍ବେବ ସାଇଟ୍‌ରେ ଦିଆଯାଇଥିବା ତଥ୍ୟ ଅନୁସାରେ ଯୋଗ୍ୟ କାର୍ଡ ଧାରୀଙ୍କ ବୁକିଙ୍ଗ କରିବା ପାଇଁ ବୁକଙ୍ଗି ଆଇଡିଣ୍ଟିଫିକେସନ୍ BIN ନମ୍ବର କୋଡ  ରହିଥିବା ଦରକାର। ଯାହା ତଳେ ଦିଆଯାଇଥିବା ନମ୍ବର ଗୁଡିକରେ ଉପଲବ୍ଧ ହେବା । BIN ନମ୍ବର ଆପଣଙ୍କ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ଆରମ୍ଭ ୪ଟି କିମ୍ବା ୬ଟି ନମ୍ବରେ ଏହି ତଥ୍ୟ ରହିଛି।

ଏଠାରେ ଚେକ୍ କରନ୍ତୁ ନିଜ କାର୍ଡର:- BIN ନମ୍ବରକ୍ରେଡିଟ କାର୍ଡ: 365595, 365591, 367091, 367069, 365594, 367060, 367064, 367063, 367059, 542556, 540175, 554637, 554619, 456822, 493714, 455038, 438587, 518371, 517700, 540165, 520386, 544170, 526421, 552093, 518936, 405450, 456407, 438628, 430463, 405451, 531662, 549852, 529117, 524133, 529495, 541497, 552137, 458448, 461795, 455390, 486541, 485903, 461796, 461797, 438106

ଡେବିଟ କାର୍ଡ: 508125, 508126, 508159, 508192, 515566, 532662, 532663, 549177, 549777, 549778, 549779, 553682, 553683, 553684, 519860, 526908, 529105, 529251, 529252, 512525, 522039, 518145