PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ପ୍ୟାକେଜଡ୍‌ ଏବଂ ଜଙ୍କ୍‌ ଫୁଡ୍‌ ପାଇଁ ପିଲାଙ୍କର ହେଉଛି ଦେହ ଖରାପ

ଏବେ ଅଧିକାଂଶ ଛୋଟ ପିଲାଙ୍କର ଅମ୍ଳ ବା ଏସିଡିଟି ଏବଂ ଅନ୍ୟ କେତକ ପେଟ ରୋଗକୁ ନେଇ ବିଭିନ୍ନ ଅଭିଯୋଗ ଶୁଣିବା ପାଇଁ ମିଳିଥାଏ । ସାଧାରଣତଃ ଜଙ୍କ ଫୁଡ୍‌ ପ୍ରତି ଆଗ୍ରହ ଏବଂ ପ୍ୟାକେଟ୍‌ରେ ଆସୁଥିବା ବିଭିନ୍ନ ଖାଦ୍ୟ ଖାଇବା ପାଇଁ ଛୋଟ ପିଲା ଆଗ୍ରହ ଦେଖାଇ ଥାଆନ୍ତି । ଏଥିପାଇଁ ସେମାନଙ୍କର ବିଭିନ୍ନ ପେଟ ରୋଗ ହୋଇଥାଏ । ଜଙ୍କ ଫୁଡ୍‌ ଯୋଗୁଁ କେତକ ପିଲାଙ୍କ ନିକଟରେ ମୋଟାପଣ ବା ମେଦ ବହୁଳତା ବି ଦେଖା ଦେଲାଣି । ପିଲାମାନେ ଅନ୍ୟ ଖାଦ୍ୟ ପ୍ରତି କମ୍‌ ଆଗ୍ରହ ଦେଖାଉଛନ୍ତି । ଭାରତରେ ଅନେତ ବାପା ମାଆ ଏହି ପ୍ରୋସେସଡ୍‌ ଖାଦ୍ୟ ପିଲାଙ୍କୁ ଦେବା ପାଇଁ ଆଗ୍ରହ ଦେଖାଉଛନ୍ତି । ବିଜ୍ଞାପନ ହେଉ କି ସମୟର ଅଭାବ ପିଲାମାନଙ୍କୁ ଅନେକ ପିତାମାତା ପ୍ୟାକେଜଡ୍‌ ଖାଦ୍ୟ ଦେଉଛନ୍ତି ।

ଏହିଖାଦ୍ୟମାନଙ୍କର ଲୁଣ କିମ୍ବା ଚିନି ହେଉ ଅଧିକମାତ୍ରାରେ ବ୍ୟବହାର କରାଯାଇଥାଏ ଏହା ସହ ଅନେକ ପ୍ୟାକେଜଡ୍‌ ଏବଂ ଜଙ୍କ ଫୁଡ୍‌ରେ ଅଧିକ ତେଲ ବ୍ୟବହାର ହୁଏ । ଏଥିଯୋଗୁଁ ଶରୀରରେ ଶତ୍କରା ସ୍ତର ବୃଦ୍ଧି ପାଏ । କେବଳ ଛୋଟ ପିଲା ନୁହନ୍ତି ଯୁବ ପୀଢିଙ୍କ ମଧ୍ୟରେ ମଧ୍ୟ ଏହି ଅସୁବିଧା ଦେଖାଦେଉଛି ।

ଖାଦ୍ୟରେ ଏହି କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ୮୦ ପ୍ରତିଶତ ଅଭିଭାବକ ପ୍ୟାକେଜଡ୍‌ ଫୁଡ୍‌କୁ ଖରାପ ବୋଲି କହୁଛନ୍ତି । ଏଥିରେ ଚିନି ଲୁଣ ଏବଂ ତେଲର ଅଧିକ ବ୍ୟବହାର କରୁଥିବା କଥା ମାନିଛନ୍ତି । ହେଲେ ଏବେ ବଜାରରେ ଜଙ୍କ ଫୁଡ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ପ୍ୟାକେଜଡ୍‌ ଫୁଡ୍‌ ହେଉ କି ଜଙ୍କ୍‌ ଫୁଡ୍‌ ଏହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଶିଶୁ ରୋଗ ବିଶେଷଜ୍ଞଙ୍କ ଅନୁସାରେ ଏହା ଶିଶୁମାନଙ୍କ ମଧ୍ୟରେ ମଧୁମେହ ଏବଂ କୋଲେଷ୍ଟରଲ ବୃଦ୍ଧିର କାରଣ ହେଉଛି।

ସମ୍ବନ୍ଧିତ ଖବର