ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

କରାଚୀ, ୩୦।୯ : କରୋନା ମହାମାରୀ ସମୟରେ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରି ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ଏହାପରେ ପାକ୍‌ ଦଳ ଜିମ୍ବାୱେ ବିପକ୍ଷରେ ଘରୋଇ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏବେ ଯାହା ସୂଚନା ରହିଛି, ଆସନ୍ତା ଡିସେମ୍ବର ମାସରେ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଗସ୍ତରେ ୨ଟି ଟେଷ୍ଟ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ । ସିରିଜ୍‌ ଡିସେମ୍ବର ୧୮ରୁ ଆରମ୍ଭ ହୋଇ ଜାନୁଆରୀ ୭ ତାରିଖରେ ଶେଷ ହେବ । ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିବା ମାତ୍ରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ ।

   ସମ୍ବନ୍ଧିତ ଖବର


କେତେ ନିଷ୍ଠୁର ଏହି ଦେଶର ସରକାର: ଅଜଣା ରୋଗ ଚିକିତ୍ସାରେ ବିଫଳ ହେବାରୁ ରୋଗୀଙ୍କୁ ଦେଉଛନ୍ତି ମୃତ୍ୟୁଦଣ୍ଡ…

ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ