ଇମରାନଙ୍କୁ ବିରୋଧ କରି ପାକ୍ ସଂସଦରେ ହଙ୍ଗମା: ଗୋଇଠା-ବିଧା ମରାମରି ହେଲେ ସାଂସଦ, ଦେଖନ୍ତୁ ଭିଡ଼ିଓ

ଇସଲାମବାଦ୍ ୧୩।୯: ପାକିସ୍ତାନ ସଂସସରେ ଗୁରୁବାର ଦିନ ଆୟୋଜିତ ସଂଯୁକ୍ତ ଅଧିବେଶନରେ ଜୋରସୋର ହଙ୍ଗାମା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଆରିଫ ଅଲ୍ବୀଙ୍କ ଭାଷଣରେ ପିଏମ୍ ଇମରାନ ଖାନଙ୍କ ବିରୋଧରେ ଖୁବ୍ ନାରାବାଜି ଦିଆଯାଇଥିଲା। ସଂସଦ ପରିସରରେ ସାଂସଦମାନେ ଆସି ଖୁବ୍ ହଙ୍ଗାମା କରିଥିଲେ। ଏହି କାରଣରୁ ମହିଳା ସାଂସଦଙ୍କ ସହିତ ଧକ୍କା-ମୁଥ ମରାମରି ହୋଇଥିଲା।

ତେବେ ବିପକ୍ଷ ଇମରାନ୍ ଖାନଙ୍କ ବିଦେଶ ନିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଇମରାନ୍ ଖାନ୍ ସରକାରଙ୍କ ଏକ ବର୍ଷ ପୁରା ହୋଇଥିବାରୁ ଏହି ଅଧିବେଶନ ଆୟୋଜିତ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଭାଷଣରେ ଇମରାନଙ୍କ ମନ୍ତ୍ରୀମାନେ ଏବଂ ବିପକ୍ଷ ନେତାଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଯେଉଁଥିରେ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଯାଇଥିଲା। ରାଷ୍ଟ୍ରପତି ଯେମିତି ହିଁ ଇମରାନ ଖାନ ସରକାରଙ୍କୁ ଏକ ବର୍ଷ ପୂରା ହୋଇଥିବା ନେଇ ଶୁଭେଚ୍ଛା ଜଣାଇଥିଲେ ତାପରେ ହିଁ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

ବିପକ୍ଷ ନେତା ‘ଗୋ ନିୟାଜୀ ଗୋ’ ଉପରେ ସ୍ଲୋଗାନ୍ ଦେଇଥିଲେ। ବିପକ୍ଷ ନେତା ଇମରାନ୍ ଖାନଙ୍କ ରାଗ ସୁଝାଇବା ପାଇଁ ତିୟାଜୀ ନାମକୁ ବ୍ୟବହାର କରିଥାନ୍ତି। ଏହା ଉପରେ ପାକିସ୍ତାନର ଜଣେ ବରିଷ୍ଠ ମହିଳା ପତ୍ରକାର ଭିଡ଼ିଓ ଜାରି କରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?

ପାକିସ୍ତାନରେ କାଶ୍ମୀର ବିଷୟରେ ଲାଇଭ୍‌ ବେଳେ ଇଣ୍ଡିଆନ୍‌ ହାକର୍‌ ବଜାଇଲେ ଜୟ ଶ୍ରୀରାମ ଏବଂ ହନୁମାନଙ୍କ ଭଜନ

ଆଖି ବିନ୍ଧା ହେବାରୁ ହସ୍ପିଟାଲ ପହଁଞ୍ଚିଲେ ମହିଳା, ଡାକ୍ତର ବାହାର କଲେ ୨୦ଟି ଜୀଅନ୍ତା ପୋକ

୬୫ ବର୍ଷ ବୟସରେ ବିବାହ କଲେ ଜଣାଶୁଣା ଓକିଲ ହରୀଶ ସାଲଭେ, ICJରେ ପାକିସ୍ତାନ ବିରୋଧରେ ଲଢିଥିଲେ କୁଳଭୂଷଣ ମାମଲାର ରାୟ…

ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…