PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଜବତ କଲା ବନ ବିଭାଗ

ଜୟପୁର- ରାଜ୍ୟରେ ପୁଣି ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନ ବିଭାଗ ହାତରେ ଧରି ପଡିଲେ ଅଭିଯୁକ୍ତ । ଜୟପୁର ଏସ୍‌ସିଏଫ୍‌ଓଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା । ଚଢଉ ସମୟରେ ଏକ ବଜ୍ରକାପ୍ତା ଜବତ କରାଯାଇଛି ।

ଏଥିରେ ସାମିଲ୍‌ ଥିବା ଜଣଙ୍କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି ।  ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ବୋରିଗୁମା ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି ।

ଉଦ୍ଧାର ବଜ୍ରକାପ୍ତାଟିର ଓଜନ ଦୁଇ କେଜିରୁ ଅଧିକ ।

ସମ୍ବନ୍ଧିତ ଖବର