PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ରାହୁଲଙ୍କୁ ଗିରିରାଜଙ୍କ ଟାର୍ଗେଟ୍- ଦେଶଭକ୍ତ ହେବା ପାଇଁ ବିଶୁଦ୍ଧ ହିନ୍ଦୁସ୍ତାନୀ ରକ୍ତ ଦରକାର

ନୂଆଦିଲ୍ଲୀ, ୧୪|୧୨:  ଦେଶରେ ବୃଦ୍ଧି ପାଉଥିବା ଦୁଷ୍କର୍ମ ଘଟଣାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ଆଜି ରାହୁଲ ଏହି ମନ୍ତବ୍ୟକୁ ନେଇ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ। ଏପରିକି ସେ ବୀର ସାବରକର ନୁହେଁ ବରଂ ରାହୁଲ ଗାନ୍ଧୀ ବୋଲି କହିଥିଲେ। ଏହାପରେ ବିଜେପିର ବରିଷ୍ଠ ନେତା ଗିରିରାଜ ସିଂ ଏହି ପ୍ରସଙ୍ଗରେ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି।

ଗିରିରାଜ କହିଛନ୍ତି ଯେ, ସାବରକର ଦେଶଭକ୍ତ ଥିଲେ। ଉଦ୍ଧାର କରି ସାଜ୍ଞା ନେଇଥିବା ବ୍ୟକ୍ତି ଗାନ୍ଧୀ ନୁହେଁ। ଦେଶଭକ୍ତ ହେବା ପାଇଁ ବିଶୁଦ୍ଧ ହିନ୍ଦୁସ୍ତାନୀ ରକ୍ତ ଦରକାର। ବେଶ ବଦଳାଇ ବହୁତ ଜଣ ଦେଶକୁ ଲୁଟିଛନ୍ତି। ଏବେ ଏପରି ହେବ ନାହିଁ ବୋଲି ସେ କହିଛନ୍ତି।

ଏହାସହ ଗିରିରାଜ ଟ୍ୱିଟରରେ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଓ ପ୍ରିୟଙ୍କାଙ୍କ ଫଟୋ ସେୟାର କରି ଏମାନେ କିଏ ବୋଲି ପଚାରିଛନ୍ତି। ଏମାନେ କେଉଁ ଦେଶର ନାଗରିକ ବୋଲି ସେ ପ୍ରଶ୍ମ କରିଥିଲେ।

ସମ୍ବନ୍ଧିତ ଖବର