PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ଡିଜିଟାଲ ନେଣଦେଣ ପାଇଁ ୟୁଜର୍ସଙ୍କୁ ପସନ୍ଦ Paytm ! ଲଗାତର ଦ୍ୱିତୀୟ ମାସରେ ୧ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନ

https://entrackr.com/

ନୂଆଦିଲ୍ଲୀ ୧/୩: ଡିଜିଟାଲ୍ ପେମେଣ୍ଟ୍ସ ଏଣ୍ଡ ଫାଇନାନ୍ସିଆଲ୍ ସର୍ଭିସେଜ୍ କମ୍ପାନୀ Paytm ଡିଜିଟାଲ୍ ଟ୍ରାଞ୍ଜାକ୍ସନ ମାମଲାରେ ଲଗାତର ୟୁଜର୍ସଙ୍କ ମଧ୍ୟରେ ପ୍ରିୟ ପେମେଣ୍ଟ ଆପ୍ ହୋଇପାରିଛି । ଏବେ ପେଟିଏମ୍ ଦ୍ୱିତୀୟ ମାସରେ ମଧ୍ୟ ଡିଜିଟାଲ୍ ଟ୍ରାଞ୍ଜାକ୍ସନରେ ରେକର୍ଡ ୧ ଅରବ ଆକଳନ ପାର୍ କରିଛି । ପେଟିଏମ୍ ନିଜ ୟୁପିଆଇ ୱାଲେଟ ଜରିଆରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନରେ ୧ ଅରବ ଆକଳନ ଛୁଇଁଛି । ଏହା ଲଗାତର ଦ୍ୱିତୀୟ ମାସ ହୋଇଛି । ଜାନୁୟାରୀରେ ମଧ୍ୟ ଟ୍ରାଞ୍ଜାକ୍ସନ ୧ ଅରବରୁ ଅଧିକ ହୋଇଥିଲା । ପେଟିଏମର ମନ୍ଥଲି ଗ୍ରୋଥ୍ ୧୫ ପ୍ରତିଶତରୁ ଅଧିକ ହୋଇଛି । କମ୍ପାନୀର କହିବାନୁସାରେ ପ୍ରାୟ ୧.୭୦ କୋଟି ମର୍ଚାଣ୍ଟ୍ସ ତାଙ୍କ ସର୍ଭିସେଜକୁ ସବସ୍କ୍ରାଇବ୍ କରିଛନ୍ତି ।

ପେଟିଏମର ଭାଇସ ପ୍ରେସିଡେଣ୍ଟ ନରେନ୍ଦ୍ର ଯାଦବ କହିଛନ୍ତି କି ଆମେ ନିଜ ୟୁଜର୍ସଙ୍କୁ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ଅନେକ ସୁବିଧା ଦେଉଛୁ । ଏଥିରେ ଆମେ ମାର୍କେଟରେ ଅଧିକ ମଜଭୁତ ହୋଇପାରୁଛୁ ଏବଂ ଆଗକୁ ବଢିପାରୁଛୁ ।

ପେଟିଏମ୍ UPIରେ ନିଜ ଭାଗିଦାରୀ ବଢାଇବାରେ ଲାଗିଛି । ୟୁପିଆଇ ଟ୍ରାଞ୍ଜାକ୍ସନରେ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କର ଟ୍ରାଞ୍ଜାକ୍ସନ ଜାନୁୟାରୀରେ ୩୩.୨୬ କୋଟି ରହିଛି । ସେହିଭଳି ଜାନୁୟାରୀରେ ଫୋନ-ପେ ର ଟ୍ରାଞ୍ଜାକ୍ସନ ୯୬.୮୭ କୋଟି ଏବଂ ଗୁଗଲ ପେ ର ୮୫.୩୫ କୋଟି ରହିଛି ।