PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||
  • ବଲାଙ୍ଗିର : ଧୋବା ପଡା ଡ୍ରେନରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

୧ ଏପ୍ରିଲରୁ ଆରମ୍ଭ ହେବ ସରଳ ପେନସନ୍ ଯୋଜନା, ମିଳିବ ଏହି ସବୁ ଫାଇଦା

https://economictimes.indiatimes.com/

ନୂଆଦିଲ୍ଲୀ ୨୭/୧: ବୀମା ନିୟାମକ ଇରଡା ଜୀବନ ବୀମା କମ୍ପାନୀମାନଙ୍କୁ ଚଳିତବର୍ଷ ୧ ଏପ୍ରିଲରୁ ଏକ ସରଳ ପେନସନ୍ ଯୋଜନା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି । ସରଳ ପେନସନ୍ ଅନୁସାରେ ବୀମା କମ୍ପାନୀମାନଙ୍କୁ କେବଳ ୨ ଏନ୍ୟୁଟି(ବାର୍ଷିକୀ) ଦେବାର ବିକଳ୍ପ ଦେବ । ଇରଡା ତରଫରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି କି ସରଳ ପେନସନ୍ ପ୍ଲାନ ଅନୁସାରେ ମ୍ୟାଚୁରିଟି ଲାଭ ମିଳିବନି । ତେବେ ଏଥିରେ ୧୦୦ ପ୍ରତିଶତ କ୍ରୟ ମୂଲ୍ୟ ଫେରସ୍ତର ବିକଳ୍ପ ମିଳିବ । ନିୟାମକ ଜାରି ନିର୍ଦ୍ଦେଶନାମାରେ କହିଛି କି ପଲିସି ଆରମ୍ଭ ହେବାର ତାରିଖରୁ ୬ ମାସ ପରେ କୌଣସି ବି ସମୟରେ ପଲିସି ସରେଣ୍ଡର କରିହେବ । ନିର୍ଦ୍ଦେଶନାମା ଅନୁସାରେ ସର୍ବନିମ୍ନ ଏନ୍ୟୁଟି ରାଶି ୧ ହଜାର ଟଙ୍କା ପ୍ରତି ମାସ, ୩ ହଜାର ଟଙ୍କା ପ୍ରତି ତ୍ରୈମାସିକ, ୬ ହଜାର ଟଙ୍କା ପ୍ରତି ୬ ମାସିକ ବା ୧୨ ହଜାର ଟଙ୍କା ବାର୍ଷିକ ହେବ । ଇରଡା କହିଛି କି ବୀମା କମ୍ପାନୀମାନଙ୍କ ପ୍ଲାନରେ ସମାନତା ରଖିବା ଏବଂ ସମସ୍ତ ଜୀବନ ବୀମା କମ୍ପାନୀମାନଙ୍କ ତରଫରୁ ପ୍ରଡକ୍ଟ ଉପଲବ୍ଧ କରାଇବା ପାଇଁ ଥିବା ଆବଶ୍ୟକତାକୁ ଏହା ପୂରା କରିବ । ଇରଡା କହିଛି କି ସାମାନ୍ୟ ସୁବିଧା ଓ ମାନକ ନିୟମ ଓ ସର୍ତ୍ତ ସହିତ ବ୍ୟକ୍ତିଗତ ଏନ୍ୟୁଟି ପ୍ରଡକ୍ଟ ଆଣିବା ବହୁତ ଜରୁରି । ବିଶେଷଜ୍ଞଙ୍କ କହିବାନୁସାରେ ଇରଡାର ଏହି ଅଭିଯାନରେ ଗ୍ରାହକଙ୍କ ପାଇଁ ପ୍ଲାନର ଚୟନ କରିବା ସହଜ ହୋଇଯିବ ।

କଣ ଏହି ଏନ୍ୟୁଟି
କୌଣସି ପେନସନ୍ ପ୍ଲାନରେ ଆପଣଙ୍କ ଜମା ବଦଳରେ କମ୍ପାନୀମାନେ ଯେଉଁ ବାର୍ଷିକ ରାଶି ଦେବାର ପ୍ରତିଶୃତି ଦେଉଛନ୍ତି ତାକୁ ଏନ୍ୟୁଟି କୁହାଯାଏ । ଅବଧିର ଚୟନ ମାସିକ, ତ୍ରୈମାସିକ, ୬ ମାସିକ ଏବଂ ବାର୍ଷିକ ଆଧାରରେ କହିବାର ବିକଳ୍ପ ରହିଥାଏ । ସେବାନିବୃତି ପରେ ନିୟମିତ ଆୟ ପାଇଁ ପେନସନ୍ ପ୍ଲାନ୍ ଅନୁସାରେ ଏହାର ସୁବିଧା ମିଳେ ।

ଅଧିକ ସୁବିଧାଜନକ ଓ ଲାଭଦାୟକ
ଇରଡା ଅନୁସାରେ ସରଳ ପେନସନ୍ ପ୍ଲାନ୍ କ୍ରୟ ମୂଲ୍ୟର ୧୦ ପ୍ରତିଶତ ଫେରସ୍ତ ସହିତ ଲାଇଫ୍ ଏନ୍ୟୁଟି ସହିତ ଆସିବ । ଏହାର ଅର୍ଥ ଏନ୍ୟଟିର ପୈଠ ଗ୍ରାହକଙ୍କୁ ସାରା ଜୀବନ ପାଇଁ କରାଯିବ ଏବଂ ତାଙ୍କ ମୃତ୍ୟୁ ପରେ, ଜୀବନସାଥିକୁ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏନ୍ୟୁଟି ମିଳିବ । ଏହା ପରେ ପତି ବା ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କୁ କ୍ରୟ ମୂଲ୍ୟ ଅର୍ଥାତ୍ ୧୦୦ ପ୍ରତିଶତ ରାଶି ଫେରସ୍ତ ମିଳିଯିବ ।