ବଜେଟ୍ ୨୦୧୯: ଗ୍ରାଚୁଇଟି ସୀମା ୩୦ଲକ୍ଷ ଟଙ୍କା; ଶ୍ରମିକଙ୍କୁ ମାସିକ ୩୦୦୦ ଟଙ୍କା ପେନସନ୍

ନୂଆଦିଲ୍ଲୀ: କମଚାରୀଙ୍କ ଗ୍ରାଚୁଇଟି ସୀମା ୧୦ଲକ୍ଷ ଟଙ୍କାରୁ ବଢ଼ି ୩୦ ଲକ୍ଷ ଟଙ୍କା କରାଗଲା ବୋଲି ବଜେଟ ଅଭିଭାଷଣରେ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ‘ଶ୍ରମ ଯୋଗୀ ମନଧନ’ ନାମକ ବିଶାଳ ପେନ୍ସନ ଯୋଜନା ଦ୍ବାରା ଅସଂଗଠିତ କ୍ଷେତ୍ରରେ କାଯ୍ୟ କରୁଥିବା ଶ୍ରମିକମାନଙ୍କୁ ୬୦ ବଷ ବୟସ ପରେ ମାସିକ ୩୦୦୦ଟଙ୍କା ପେନ୍ସନ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦ଟଙ୍କା ଦେବାକୁ ପଡ଼ିବ। ଅସଂଗଠିତ କ୍ଷେତ୍ର ଲାଗି ପାଞ୍ଚ ବଷ ମଧ୍ୟରେ ଏହା ହେଉଛି ବିଶ୍ବରେ ସବର୍ବୃହତ ପେନ୍ସନ ଯୋଜନା। ଏହି କ୍ଷେତ୍ରରେ ୧୦ କୋଟି ଶ୍ରମିକ ଉପକୃତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୫ ପ୍ରତିଶତ ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ମାତୃତ୍ବ ଯୋଜନାରେ ମହିଳାମାନଙ୍କୁ ୨୬ ସପ୍ତାହ ମାତୃତ୍ବକାଳୀନ ଛୁଟି ମିଳୁଛି।
ସୁଦ୍ଧ ଇନ୍ଧନ ଓ ସ୍ବାସ୍ଥ୍ୟ ଲାଗି ଗ୍ରାମୀଣ ପରିବାର ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନରେ ୮କୋଟି ମାଗଣା ଏଲପିଜି ସଂଯୋଗ ଦିଆଯିବ। ଏ ପଯ୍ୟନ୍ତ ୬ କୋଟି ସଂଯୋଗ ଦିଆଗଲାଣି।

   ସମ୍ବନ୍ଧିତ ଖବର


କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ