PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମାଛ ଧରିବା ନାଁରେ କୋଭିଡ ନିୟମକୁ ଫୁ…

ବ୍ରହ୍ମପୁର ୧୮/୮: ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଘୋଷଣା କରୁଛନ୍ତି।ସରପଞ୍ଚ ମାନଙ୍କୁ ମଧ୍ୟ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଉଛି। କେତକ ସ୍ଥାନରେ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇଥିବାବେଳେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ। ଏଠାରେ ଆଜି  କୋଭିଡ୍ ନିୟମକୁ ଉଲ୍ଲଂଘନ କରି ବିନା ମାସ୍କ୍ ଓ ସାମାଜିକ ଦୂରତା ଭୁଲି ଯାଇ ଶହ ଶହ  ଲୋକ ଏକାଠି ହୋଇ ରାଳବ ଗ୍ରାମ ସ୍ଥିତ ପୁରୁଣା ବନ୍ଧରେ ମାଛ ଧରି ଥିବାର ଦେଖିବାକୁ ମିଳିଛି ।

 କାହା ମୁହଁରେ ମଧ୍ୟ ମାସ୍କ ଟିଏ ନାହିଁ। କେବଳ ମତ୍ସଜୀବୀ ମାଛ ଧରି ବିକ୍ରି ପାଇଁ ସରକାରଙ୍କ ଅନୁମତି ରହିଛି। କିନ୍ତୁ ଏଠି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ ହଜାର ହଜାର ସଂଖ୍ୟାରେ ନଜର ଆସିଛନ୍ତି ।  ସରକାରଙ୍କ ସଚେତନତାକୁ ଫୁ କରିଦେଇଛନ୍ତି ଏମାନେ। ଏଠି ପ୍ରଶ୍ନ ଉଠୁଛି ଯେ ଏତେ ଗହଳିକୁ କେମିତି ଜାଣି ପାରୁନି ଜିଲ୍ଲା ପ୍ରଶାସନ। କୋଭିଡ ନିୟମକୁ କେମିତି କଡାକଡି କରାଯାଉଛି ଏହି ଚିତ୍ର ହିଁ ବୟାନ କରୁଛି।

ସମ୍ବନ୍ଧିତ ଖବର