କଡା ଟ୍ରାଫିକ ନିୟମ ଯୋଗୁଁ ପେଟ୍ରୋଲ ପମ୍ପମାନଙ୍କରେ ୪୧ କୋଟି କ୍ଷତି !

 ଭୁବନେଶ୍ୱର ୯।୯-୯ ଦିନରେ ୪୧ କେ।ଟି କ୍ଷତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏହି କ୍ଷତି ସହବାକୁ ପଡ଼ିଲା । ଏହି କ୍ଷତି ହେଲା ପେଟ୍ରେ।ଲ, ଡ଼ିଜେଲ ବେପାରରେ । ସଫାସଫା କହିଲେ ନୂଆ ମେ।ଟର ଯାନ ନିୟମ ଲାଗୁ ହେବା ପରେ କଡ଼ା କଡ଼ି ହେ।ଇଥିଲା ଗାଡ଼ି ଚେକିଙ୍ଗ । ଭୟରେ ଛାନିଆ ହେ।ଇ ଯାଇଥଲେ ବାଇକ, କାର, ଅଟେ। ଚାଳକ ମାନେ ।  ଆଉ ଏହାର ସିଧା ପ୍ରଭାବ ପଡ଼ିଲା ପେଟ୍ରେ।ଲ ଡ଼ିଜେଲ ଉପରେ । ଗାଡ଼ି ମାଳିକ ମାନେ ଘରୁ ଗାଡ଼ି କାଢି ନଥିଲେ । ଯାହାର ପ୍ରଭାବ ସ୍ପଷ୍ଟ ବାରି ହେଲା । ସେପ୍ଟେମ୍ବର ୧ ରୁ ୯ ତାରିଖ ଦିନ ୧୨ ଟା ସୁଦ୍ଧା ୪୧ କେ।ଟି ଟଙ୍କା କ୍ଷତି ସହିଲେ ରାଜ୍ୟ ଓ କେନ୍ଦ୍ର ସରକାର ।

ଦିନକୁ ପେଟ୍ରେ।ଲ ଡ଼ିଜେଲ ବାବଦକୁ ୫ କେ।ଟି ୧୩ ଲକ୍ଷ ୮୯ ହଜାର ଟଙ୍କା କ୍ଷତି ହେଉଥିଲା । ପେଟ୍ରେ।ଲ ଲିଟର ବାବଦକୁ ୧୪ ଟଙ୍କା ୧୯ ପଇସା, ଡ଼ିଜେଲ ବାବଦକୁ ୧୪ ଟଙ୍କା ୨୯ ପଇସା କ୍ଷତି ହେଉଥିଲା । ବିକ୍ରି ହାର କିଛି ଏମିତି ଥିଲା ୯ ଦିନ ଭିତରେ । ସେପ୍ଟେମ୍ବର ୧ ପୂର୍ବରୁ ରାଜ୍ୟରେ ଦିନକୁ ୨୭ ଲକ୍ଷ ୨୦ ହଜାର ଲିଟର ପେଟ୍ରେ।ଲ ବିକ୍ରି ହେଉଥିଲା ମାତ୍ର ଚେକିଙ୍ଗ ପରେ  ୪ ଲକ୍ଷ ୮୦ ହଜାର ଲିଟର ଦିନକୁ କ୍ଷତି ହେଲା । ସେହିପରି ଡ଼ିଜେଲ  ୮୩ ଲକ୍ଷ ୫ ହଜାର ଲିଟର ବିକ୍ରି ହେଉଥିବା ବେଳେ  ୧ ଲକ୍ଷ ୪୫ ହଜାର ଲିଟର କ୍ଷତି ହେଲା ।  ପେଟ୍ରେ।ଲ ବାବଦରେ ୫୭ ଲକ୍ଷ ୮୯ ହଜାର କ୍ଷତି ଏବଂ ଏକ୍ସସାଇଜ୍ ଭ୍ୟାଟ୍ ବାବଦକୁ ୮୧ ଲକ୍ଷ ଲସ୍ ହେ।ଇଛି ।

ସେହିପରି ଡ଼ିଜେଲ ରେ ୧ କେ।ଟି ୭୮ ଲକ୍ଷ ଏବଂ ଏକ୍ସସାଇଜ୍ ପାଇଁ ୧ କେ।ଟି ୯୭ ଲକ୍ଷ ଲସ୍ କ୍ଷତି ସହିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସବୁ ମିଶାଇ ୪୧ କେ।ଟି ଟଙ୍କାରୁ ଅଧିକ କ୍ଷତି ସହିଲେ । ବିକ୍ରି ମାନ୍ଦା ହେବାରୁ  ପେଟ୍ରେ।ଲ ପମ୍ପର ମାଲିକ ମାନେ ପେଟ୍ରେ।ଲ ଗଚ୍ଛିତ କରିବା ବନ୍ଦ କରିଦେଇଥିଲେ । ଯାହାଫଳରେ କ୍ଷତିର ମାତ୍ରା ଦିନକୁ ଦିନ ବଢି ଚାଲିଲା ।  ତେବେ ମୁଖ୍ୟମନ୍ତ୍ରୀ ତିନି ମାସ ପାଇଁ ନିୟମ କେ।ହଳ କରିବା ପରେ ପେଟ୍ରୋଲ ଡ଼ିଜେଲ ଅର୍ଥନିତୀ ଉପରେ କିଛି ଭଲ ପ୍ରଭାବ ପଡ଼ିବା ସମ୍ଭାବନା ଦେଖାଦେଇଛି ।

   ସମ୍ବନ୍ଧିତ ଖବର


ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଚାକିରି ନ ମିଳିବାରୁ ଆତ୍ମହତ୍ୟା ! ଜୀବନ ହାରିଲେ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…