PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

୨୦ ବର୍ଷ ପରେ ମିଳିଲା ପିକାସୋଙ୍କ ଚୋରି ପେଣ୍ଟିଂ

୨୦ ବର୍ଷ ପୂର୍ବେ ଚୋରି ହୋଇଥିବା ସ୍ପେନ୍‌ର ମହାନ ଚିତ୍ରକାର ପାଲ୍‌ବୋ ପିକାସୋଙ୍କ ପ୍ରିୟ ପେଣ୍ଟିଂକୁ ଖୋଜିବାରେ ସଫଳ ହୋଇଛନ୍ତି ଡଚ୍‌ ଆର୍ଟ ଡିଟେକ୍ଟିଭ୍‌ ଆର୍ଥର୍‌ ବ୍ରାଣ୍ଡ । ୧୯୯୯ରେ ଜଣେ ସାଉଦି ଶେଖ୍‌ଙ୍କ ଜାହାଜରୁ ଚୋରି ହେବା ପରେ ଏହି ପେଣ୍ଟିଂ ଦୀର୍ଘ ବର୍ଷ ଡଚ୍‌ ଅଣ୍ଡରୱାର୍ଲଡ୍‌ ଅପରାଧୀଙ୍କ ସହ ଥିଲା । ‘ପୋରଟ୍ରେଟ୍‌ ଅଫ୍‌ ଡୋରା ମାର୍‌’ ନାମକ ଏହି ପେଣ୍ଟିଂ ୧୯୩୯ରେ ପ୍ରସ୍ତୁତ ହୋଇଥିଲା, ଯାହାର ମୂଲ୍ୟ ୨ଶହ କୋଟି ଟଙ୍କା । ଡୋରା ମାର୍‌ ପିକାସୋଙ୍କୁ ବହୁତ ଭଲ ପାଉଥିଲେ । ପିକାସୋଙ୍କ ଦ୍ୱାରା ପ୍ରସ୍ତୁତ ଏହି ପେଣ୍ଟିଂ ଡୋରାଙ୍କ ଘରେ ୧୯୭୩ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଟଙ୍ଗା ହୋଇଥିଲା ।

ଉଦ୍ଧାର କରିବା ପରେ ଆର୍ଥର ବ୍ରାଣ୍ଡ ନିଜ ଘର କାନ୍ଥରେ ରାତିସାରା ଟାଙ୍ଗି ପେଣ୍ଟିଂ ସୌନ୍ଦର୍ଯ୍ୟର ଖୁବ୍‌ ଆନନ୍ଦ ଉଠାଇଥିଲେ । ୨୦୧୫ରେ ପେଣ୍ଟିଂ ଖୋଜା ଆରମ୍ଭ ହୋଇଥିଲା । ୧୯୦୭ରେ ଜନ୍ମିତ ଡୋରା ଜଣେ ପ୍ରସିଦ୍ଧ ଫଟୋଗ୍ରାଫର ଓ କଳାକାର ଥିଲେ । ପିକାସୋଙ୍କ ସହ ତାଙ୍କ ନିବିଡ଼ ସମ୍ପର୍କ ପ୍ରାୟ ୯ ବର୍ଷ ପର୍ଯ୍ୟନ୍ତ ଥିଲା । ଏହି ଚିତ୍ର କରିବା ସମୟରେ ପିକାସୋଙ୍କୁ ୫୮ ବର୍ଷ ବୟସ ହୋଇଥିଲା ଏବଂ ଡୋରା ଥିଲେ ୩୧ ବର୍ଷୀୟା ।

ସମ୍ବନ୍ଧିତ ଖବର