PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ହ୍ରଦ ସହିତ ଗଛ-ପତ୍ର ହୋଇଗଲା ଗୋଲାପୀ ରଙ୍ଗ, ପ୍ରଦୂଷଣର ଏଭଳି ରୂପ ଦେଖି ଆତଙ୍କିତ ସ୍ଥାନୀୟ ଲୋକ

https://zeenews.india.com

ନୂଆଦିଲ୍ଲୀ,୨୯।୭: ଆର୍ଜେଣ୍ଟିନାର ଦକ୍ଷିଣ ପେଟାଗୋନିୟା ଅଞ୍ଚଳରେ ଏକ ବିଶାଳ ହ୍ରଦର ପୁରା ପାଣି ହୋଇଯାଇଛି ପୁରା ଗୋଲାମୀ ରଙ୍ଗ। ବିଶେଷଜ୍ଞ ଓ ପରିବେଶବିତଙ୍କ ମତରେ ଏହି ହ୍ରଦ ଗୋଲାପୀ ହେବାର କାରଣ ହେଉଛି ସେଥିରେ କୌଣସି କେମିକାଲ ରହିଛି। ସୋଡିୟମ ସଲଫେଟ୍ ବ୍ୟବହାର ପୁରା ପାଣିକୁ ଦୂଷିତ କରିଦେଇଛି।

ସୋଡିୟମ ସଲଫେଟ୍‌ର  ଏବେ ଚିଙ୍ଗୁଡି ମାଛକୁ ଏକ୍ସପୋର୍ଟ କରିବା ପାଇଁ ବ୍ୟବହାର ହେଉଛି। ସୋଡିୟମ୍ ସଲଫେଟ୍ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରଡକ୍ଟ, ଯାହାର ବ୍ୟବହାର ମାଛ ଫ୍ୟାକ୍ଟ୍ରିରେ କରାଯାଇଥାଏ। ଏହି କେମିକାଲ ନଦୀ ଓ ହ୍ରଦରେ ଯାଉଛି। ଏହା ବ୍ୟତୀତ ମରିଯାଇଥିବା ମାଛ ମଧ୍ୟ ନଦୀକୁ ଆହୁରି ପ୍ରଦୂଷିତ କରୁଛି। ସ୍ଥାନୀୟ ଲୋକ ର୍ଦୁଗନ୍ଧରେ ରହିପାରୁ ନାହାନ୍ତି। ପିଙ୍କ ପଲ୍ୟୁସନ୍ କେବଳ ନଦୀର ଜଳକୁ ନୁହେଁ ବଂର ପ୍ରଦୂଷଣ କାରଣରୁ ଆଖପାଖର କିଛି ଗଛ ଗୁଡିକୁ ମଧ୍ୟ ଗୋଲାପୀ ରଙ୍ଗରେ ପରିବର୍ତ୍ତନ କରିଦେଇଛି।ଏହି ପ୍ରଦୂଷଣ କାରଣରୁ ପ୍ରକୃତିକୁ ଭାରି ପରିମାଣରେ କ୍ଷତି ହୋଇଛି। ସ୍ଥାନୀୟ ଲୋକ ଦୀର୍ଘ ସମୟ ଧରି ନଦୀ ଓ ହ୍ରଦ ଆଖପାଖର ପରିବେଶକୁ କ୍ଷତି ନପହଁଞ୍ଚାଉଥିବା ଫ୍ୟାକ୍ଟ୍ରି ବିରୋଧରେ ଅଭିଯୋଗ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର