PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜି ଠାରୁ ପିତୃ ପକ୍ଷ ଆରମ୍ଭ , ୧୫ ଦିନ ଯାଏ ଭୁଲ୍‌ରେ ବି ଏଥିରୁ କୌଣସି କାମ କରନ୍ତୁ ନାହିଁ

ନୂଆଦିଲ୍ଲୀ – ଭାଦ୍ରପଦ ମାସର ପୂର୍ଣ୍ଣିମା ଅର୍ଥାତ୍‌ ଆଜି ୨୦ ସେପ୍ଟେମ୍ୱର ୨୦୨୧ରୁ ପିତୃ ପକ୍ଷ ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ପିତୃ ପକ୍ଷକୁ ବହୁତ ମୁଖ୍ୟ ଭାବେ ମନେକରାଯାଏ । ୧୫ଦିନ ର ଏହି ସମୟରେ ଲୋକେ ନିଜର ପୂର୍ବପୁରୁଷଙ୍କୁ ମନେପକାଇ ତାଙ୍କର ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ , ତର୍ପଣ , ଶ୍ରାଦ୍ଧ କର୍ମ କରିଥାନ୍ତି, ଏଇଥି ପାଇଁ କି ପୂର୍ବଜଙ୍କ ଆଶୀର୍ବାଦ ପାଇ ଜୀବନରେ ସଫଳତା , ସୁଖ ସମୃଦ୍ଧି ପାଇ ପାରିବା ।

ସେପଟେ ପୂର୍ବଜ ଅସନ୍ତୁଷ୍ଟ ହେଲେ  ଅନେକ ସମସ୍ୟାର କାରଣ ହୋଇଥାଏ । ଧର୍ମ ପୁରାଣରେ  ପିୃତପକ୍ଷକୁ ନେଇ କିଛି ନିୟମ ତିଆରି କରାଯାଇଛି । ଯାହାର ପାଳନ ନିଶ୍ଚୟ କରିବା ଉଚିତ୍‌ ।

ପିତୃ ପକ୍ଷରେ ଏହି କାମ କରନ୍ତୁ ନାହିଁ – ଏହା ମାନ୍ୟତା ଅଛି କି ପିୃତପକ୍ଷର ୧୫ ଦିନରେ ପୂର୍ବଜ ନିଜର ପରିଜନଙ୍କ ପାଖରେ ରହିବା ପାଇଁ ପୃଥିବୀକୁ ଆସିଥାନ୍ତି , ଏଥିପାଇଁ ବ୍ୟକ୍ତିଙ୍କୁ ଏମିତି କାମ କରିବା ଉଚିତ୍‌ , ଯେଉଁଥିରେ ପିତୃପକ୍ଷ ପ୍ରସନ୍ନ ରହିବେ ।

୧- ଭୁଲ୍‌ରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଶ୍ରାଦ୍ଧ କରନ୍ତୁ ନାହିଁ । ଏହା କରିବା ଅଶୁଭ  ହୋଇଥାଏ ।

୨- ଏହି ସମୟରେ ଖରାପ ଅଭ୍ୟାସ , ନିଶା ପାନ , ତାମସିକ ଭୋଜନରୁ ଦୂରେଇ ରୁହନ୍ତୁ । ପିତୃପକ୍ଷରେ କେବେ ବି ମଦ-ଆମିଷ , ରସୁଣ-ପିଆଜ ସେବନ କରିବା ଉଚିତ୍‌ ନୁହେଁ । କଦଳୀ, କାକୁଡି, ସୋରିଷ ଶାଗ ଓ ଜିରା ଖାଇବା ଉଚିତ୍ ନୁହେଁ ।

୩-ଏହି ସମୟରେ ନିଜର ପୂର୍ବଜଙ୍କ ପ୍ରତି ସମ୍ମାନ ଦେଖାଇ ସାଧାରଣ ଜୀବନ ଜିଅନ୍ତୁ । କୌଣସି ବି  ଶୁଭ କାମ  କରନ୍ତୁ ନାହିଁ ।

୪- ଯେଉଁ ବ୍ୟକ୍ତି ପିଣ୍ଡଦାନ , ତର୍ପଣ ଆଦି କରୁଛନ୍ତି ସେ କେଶ ଓ ନଖ କାଟିବା ଉଚିତ୍‌ ନୁହେଁ । ଏହାସହ  ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ୍‌ ।

୫-ପିତୃ ପକ୍ଷରେ କୌଣସି ପଶୁପକ୍ଷୀଙ୍କୁ କଷ୍ଟ ଦିଅନ୍ତୁ ନାହିଁ । ଏମିତି କରିବା ସଙ୍କଟକୁ ଡାକିବା । ଏହି ସମୟରେ ଘରକୁ ଆସୁଥିବା ପଶୁ-ପକ୍ଷୀଙ୍କୁ ଭୋଜନ ଦିଅନ୍ତୁ । ମାନ୍ୟତା  ଅଛି କି ପୂର୍ବଜ ପଶୁ ପକ୍ଷୀ ରୂପରେ ନିଜର ପରିବାର ଲୋକଙ୍କୁ ଭେଟିବାକୁ ଆସନ୍ତି ।

୬-ଏହି ସମୟରେ ବ୍ରାହ୍ମଣଙ୍କୁ ପତ୍ରରେ ଭୋଜନ କରାନ୍ତୁ ଏବଂ ନିଜେ ବି ପତ୍ରରେ ଭୋଜନ କରନ୍ତୁ ।