ଏହି ଦେଶରେ ଆପଣ ଉଲଗ୍ନ ହୋଇ ବୁଲିପାରିବେ, ଅଜବ ନିୟମ ବିଷୟରେ ଜାଣିଲେ ଉଡିଯିବ ହୋସ୍

ଜୟପୁର ୩୦।୮: ଦୁନିଆଁରେ ଏମିତି ବହୁତ ଦେଶ ଅଛି, ଯେଉଁଠାରେ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଛି। ଆଉ ସେହି ନିୟମ ଅନୁସାରେ ହିଁ ଜୀବନ ଜୀଇଁବାକୁ ପଡ଼ିଥାଏ। ସେହି ଦେଶ ମଧ୍ୟରୁ ଏମିତି ଏକ ଦେଶ ଅଛି ଯାହାର ନିୟମ ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ।

ସାଧାରଣ କଥା ହେଲା କି, କିଛି ଦେଶରେ ଆଜି ବି ଯୁବକମାନେ ବାହାରେ ଶାରୀରିକ ସମ୍ବନ୍ଧ ରଖିପାରନ୍ତି ନାହିଁ। ଯଦି ଏମିତି କେହି କରନ୍ତି ତେବେ ଆଇନ ଅନୁସାରେ ସେମାନଙ୍କୁ ଦଣ୍ଡ ଦିଆଯାଏ।

ଏହା ବ୍ୟତୀତ ଏମିତି ବି ଦେଶ ଅଛି ଯେଉଁଠି ଉଲଗ୍ନ ହୋଇ ଲୋକମାନେ ଆରାମରେ ବୁଲିପାରିବେ। କେବଳ ଏତିକି ନୁହେଁ, ଯେଉଁ ସ୍ଥାନରେ ବି ଆପଣ ଚାହିଁବେ ଶାରୀରିକ ସମ୍ବନ୍ଧ ବି ରଖିପାରିବେ। ଏହି ଦେଶର ନାଁ ହେଉଛି ସ୍ପେନ୍। ଏହି ଦେଶର ଲୋକମାନେ ଉଲଗ୍ନ ଅର୍ଥାତ୍ ବିନା କପଡ଼ାରେ ବୁଲୁଥାନ୍ତି। ଏହା ସହିତ ଯେଉଁ ସ୍ଥାନରେ ବି ପାରିବେ ଶାରୀରିକ ସମ୍ବନ୍ଧ ରଖିପାରିବେ। ମାତ୍ର ଧ୍ୟାନ ରଖିବାକୁ ହେବ ଯେ ଯେମିତି ପାଖରେ କୈାଣସି ନାବାଳକ ନାବାଳିକା ନ ଥିବେ।

ସେହିପରି ନେଦରଲ୍ୟାଣ୍ଡରେ ବି ଲୋକମାନେ ବିନା କପଡ଼ାରେ ବୁଲିଥାନ୍ତି। ଏହା ଦ୍ବାରା କୈାଣସି ପ୍ରକାରର ଅସୁବିଧା ହୋଇନଥାଏ। ଫ୍ରାନ୍ସରେ ମଧ୍ୟ ଆପଣ ସବୁକିଛି କରିପାରିବେ କେବଳ ଶାରୀରିକ ସମ୍ପନ୍ଧକୁ ଛାଡ଼ିକି। ଅର୍ଥାତ୍ ଜନବହୁଳ ସ୍ଥାନରେ ଶାରୀରିକ ସମ୍ପନ୍ଧ ରଖିପାରିବେ ନାହିଁ। କୋଏସିଆରେ ବି ଲୋକମାନେ ଉଲଗ୍ନ ହୋଇ ବୁଲିଥାନ୍ତି