ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ପ୍ଲାନେଟାରିୟମ୍‌

ଭୁବନେଶ୍ୱର ୧୪/୩: ରାଜ୍ୟବାସୀଙ୍କୁ ଘାରିଛି କରୋନା ଭୟ । କରୋନା ଆତଙ୍କକୁ ନଜରରେ ରଖି ସ୍କୁଲ, କଲେଜ, ସିନେମା ହଲ୍‌ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି । ତା’ସହିତ ସରକାର ମାର୍ଚ୍ଚ ୩୧ ଯାଏ ପ୍ଲାନେଟାରିୟମ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ସମସ୍ତ ସୋ’ ବନ୍ଦ ରହିବ । ସେହିପରି ବୁର୍ଲାର ଡ. ଏପିଜେ ଅବଦୁଲ କାଲାମ ପ୍ଲାନେଟାରିୟମ ସୋ’ ମଧ୍ୟ ମାର୍ଚ୍ଚ ୩୧ ଯାଏ ସ୍ଥଗିତ ରହିଛି । ଏହି ସମୟ ମଧ୍ୟରେ ଖଣ୍ଡପଡ଼ାରେ ଥିବା ପଠାଣି ସାମନ୍ତ ମ୍ୟୁଜିୟମ୍‌ ପରିଦର୍ଶନ ପାଇଁ ଲୋକଙ୍କୁ ଅନୁମତି ମିଳିବ ନାହିଁ ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ଅଫିସ୍‌ ମୁଖ୍ୟ କିରାଣି, ୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବିରଳ ବିସ୍ମୟ: ଏସ୍‌ସିବିରେ ଦ୍ବୈତ ଯୌନଙ୍ଗଧାରୀ ଶିଶୁ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଅର୍ଥ ସାଜିଛି ବାଧକ, ବାପାର ଚିକିତ୍ସା ପାଇଁ ବିକ୍ରି ହେବ ପୁଅ!

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି