ଜି-୭ ସମ୍ମିଳନୀରେ ଦୁଇ ନେତାଙ୍କ ଥଟ୍ଟାମଜା: ଏଭଳି କ’ଣ ଟ୍ରମ୍ପ କହିଦେଲେ ଯେ ହସିକି ଟ୍ରମ୍ପଙ୍କ ହାତକୁ ଥାପୁଡେଇଲେ ମୋଦି

ନୂଆଦିଲ୍ଲୀ,୨୬।୮:​‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରେ ଚାଲିଥିବା ଜି-୭ ସମ୍ମିଳନୀରେ ଖୁବ୍ ବନ୍ଧୁତ୍ବପୂର୍ଣ୍ଣ ଭାବରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ଦୁଇ ନେତାଙ୍କ ଭିତରେ ଗଭୀର ବନ୍ଧୁତ୍ବର ଛାପ ଏହି ସମୟରେ ଦେଖିବାକୁ ମିଳିଥିଲା। ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ ମୋଦିଙ୍କ ସହିତ ଥଟ୍ଟାମଜା କରୁଥିବାର ଦେଖାଯାଇଥିଲା। ଯେତେବେଳେ ମୋଦି ଗଣମାଧ୍ୟମ ସହିତ କଥା ହେବା ସମୟରେ କହିଥିଲେ, ଆପଣମାନେ ଆମକୁ କଥା ହେବାକୁ ଦିଅନ୍ତୁ, ଆମେ ଦୁହେଁ କଥା ହେଉଥିବୁ, ଯେତେବେଳେ ଦରକାର ପହିଡ ଆପଣମାନଙ୍କୁ ସୂଚନା ଦେବୁ।’

ମୋଦିଙ୍କ କଥା ଉପରେ ଥଟ୍ଟା କରି ଟ୍ରମ୍ପ କହିଥିଲେ, ମୋଦି ବହୁତ ଭଲ ଇଂରାଜୀ କୁହନ୍ତି,କିନ୍ତୁ କଥା ହେବାକୁ ଚାହୁଁନାହାନ୍ତି। ଏହାପରେ ଦୁଇ ନେତା ଯୋରରେ ହସିପକାଇଥିଲେ ଓ ମୋଦି ହସି ହସି ଟ୍ରମ୍ପ ହାତକୁ ଧରି ନେଇ ଜୋରରେ ନିଜ ହାତରେ ଥାପୁଡେଇ ଦେଇଥିଲେ। ଏହା ଦେଖି ସେଠାରେ ଥିବା ଲୋକମାନେ ହସ ରୋକିପାରିନଥିଲେ। ଦୁଇ ନେତାଙ୍କ ଭିତରେ ଥିବା ଏଭଳି ବନ୍ଧୁତ୍ବର ଏହି ଭିଡିଓ ଏବେ ଯୋରଦାର ଭାବରେ ଭାଇରାଲ ହେଉଛି। ଜି-୭ ସମ୍ମିଳନୀ ଅବସରରେ ପ୍ରାଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି

   ସମ୍ବନ୍ଧିତ ଖବର


ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣିଥରେ ବିବାଦରେ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ – କହିଲେ , ସେକ୍ସ ମଣିଷର ପ୍ରାକୃତିକ ଇଚ୍ଛା , ଦେଶରେ ବେରୋଜଗାରୀ ବଢ଼ୁଥିବାରୁ ଦୁଷ୍କର୍ମ ବଢ଼ୁଛି

ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ