ଆସନ୍ତାକାଲି ଅପରାହ୍ନ ୪ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୯/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିବେ । ପିଏମ୍ ମୋଦି ୩୦ ଜୁନ୍ ଅପରାହ୍ନ ୪ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ । କହିରଖୁଛୁ ଦେଶରେ ଗୋଟିଏ ପଟେ କରୋନା ଭାଇରସ ମାମଲା ବଢି ବଢି ଚାଲିଛି । ଅନ୍ୟପଟେ ଗଲୱାନ୍ ଘାଟିରେ ହୋଇଥିବା ହିଂସା ମାମଲାରେ ଚୀନ୍ ସହିତ ତିକ୍ତତା ମଧ୍ୟ ଥମିବାର ନାଁ ନେଉନି । ଏହା ମଧ୍ୟରେ ଭାରତରେ ୫୯ ଚାଇନିଜ୍ ଆପ୍ସ ମଧ୍ୟ ବ୍ୟାନ୍ କରିଦେଇଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ଅନଲକ୍ ୨ ଗାଇଡ୍ ଲାଇନ୍ ଜାରି ହୋଇଛି ।  ତେବେ ନିଜ ସମ୍ବୋଧନରେ ଏସମସ୍ତ ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଅପରାହ୍ନ ୪ଟାରେ  ପ୍ରଧାନମନ୍ତ୍ରୀ ଦେଶକୁ  ସମ୍ବୋଧନ କରିବେ ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍

ଚୀନ୍ ସହ ସୀମା ବିବାଦ ଭିତରେ ଆମେରିକାରୁ ଭାରତ ଆଣିବ ୭୨,୦୦୦ ଆସଲ୍ଟ ରାଇଫଲ