ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୁସ୍ତାକକୁ ଫାଶୀ ଦଣ୍ଡାଦେଶ

କଟକ ୧୯।୯: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇବେ ପକ୍ସୋ କୋର୍ଟ । ଦଫା ୩୦୨, ୩୭୬ ଓ ପକ୍ସୋ ଆକ୍ଟ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲା ମହମ୍ମଦ ମୁସ୍ତାକ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅପ୍ରେଲ୍ ୨୧ ତାରିଖରେ ସାଲେପୁର ରାଇସୁଙ୍ଗୁଡା ଗାଁରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ଜଣେ ନାବାଳିକାକୁ ଚକୋଲେଟ୍ ଦେବା ନାଁରେ ସାଙ୍ଗରେ ନେଇଯାଇଥିଲା ଅଭିଯୁକ୍ତ।

ଦୁଷ୍କର୍ମ କରିବା ପରେ ପଥରରେ ଛେଚି ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ। ତେବେ ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଏସସିବିର ୧୩ ଜଣିଆ ଡାକ୍ତରୀ ଟିମ୍ ନାବାଳିକାଙ୍କ ଚିକିତ୍ସା କରିଥିଲେ । ଶେଷରେ ସଂଘର୍ଷ ପରେ ୨୯ ଅପ୍ରେଲ ୨୦୧୮ ଅପରାହ୍ନ ୫ଟାରେ ଆଖି ବୁଜିଥିଲା ପୀଡିତା ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ମେଡିକାଲ କର୍ମଚାରୀ, ଲାଞ୍ଚ ନେଇ ଧରା ପଡ଼ିଲେ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

ରାଇରଙ୍ଗପୁରରୁ ବାଘ ଛାଲ ଜବତ, ୫ ଗିରଫ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ଟ୍ରକ ଚୋରି କରି ଜେଲ୍ ‌ଯାଇଥିଲା , ଜାମିନ୍‌ରେ ଆସି ପୁଣି ଥାନା ପରିସରରୁ ସେହି ଟ୍ରକକୁ ଚୋରି କଲା ଚୋର

ନୟାଗଡ଼ରେ ନକଲି ନୋଟ୍‌ ଦେଇ କିଣୁଥିଲା ଗାଡ଼ି, ଧରା ପଡ଼ିଗଲା ଅଭିଯୁକ୍ତ