ପୋଲିସ ଡିଜି ଆର.ପି ଶର୍ମାଙ୍କ ଟ୍ୱିଟ୍, ହୋଲି ବାହାନାରେ ଲୋକଙ୍କୁ ହଇରାଣ ନକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର ୨୧/୩: ହୋଲି ବାହାନାରେ ଲୋକଙ୍କୁ ହଇରାଣ ନକରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଗୁରୁବାର ରାଜେନ୍ଦ୍ର ଶର୍ମା ‘ଓଡିଶା ପୋଲିସ’ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟ୍ୱିଟ୍ କରିଛନ୍ତି । ହୋଲି ପାଳନରେ ଯେପରି କେହି ହଇରାଣ ନହୁଅନ୍ତି ସେଥିପାଇଁ ଉପଦେଶ ଦେଇଛନ୍ତି ରାଜେନ୍ଦ୍ର ପ୍ରସାଦ । ହୋଳି ଖେଳ ବାହାନାରେ ଯେମିତି କାହାକୁ ହଇରାଣ କରାନଯାଏ ସେଥିପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ଏମିତି କିଛି ଅଭିଯୋଗ ଆସେ ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

   ସମ୍ବନ୍ଧିତ ଖବର


ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

‘ପ୍ରେମ ଏଟିଏମ୍‌’ରେ ଚୁଲବୁଲି ନାୟିକା ‘ଲିପିକା’

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌